ଆମ ଓଡ଼ିଶା ନବୀନ ଓଡ଼ିଶା ଉଦ୍ଘାଟିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ଏଗାର ଘଣ୍ଟା ତିରିଶି ମିନଟ୍ ସମୟରେ ଭିଡ଼ିଓ କନ୍ଫେରେସିଂଗ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ଆମ ଓଡ଼ିଶା ନବୀନ ଓଡ଼ିଶାକୁ ସମ୍ବୋଧିତ କରିଥିଲେ I ଏହି ଅବସରରେ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ…