ରାୟଗଡା ଜିଲ୍ଲାରେ ସଡ଼କ ନିରାପତ୍ତାରେ ବୃଦ୍ଧି ଘଟାଇବାକୁ ପୋଲିସ ପ୍ରଶାସନକୁ ରୋଡ ବ୍ୟାରିୟର ପ୍ରଦାନ କଲା ଉତ୍କଳ…

ରାୟଗଡା ରୁ ବୈକୁଣ୍ଠ ଦୁରିଆ : କାରଖାନା ଏବଂ ଖଣିଗୁଡିକ ଚତୁର୍ପାଶ୍ୱର୍ରେ ବାସକରୁଥିବା ଗୋଷ୍ଠୀଗୁଡିକର ନିରାପତ୍ତା ଦିଗରେ ନିଜର ଦୃଢ ଉତ୍ସର୍ଗୀକୃତ ଭାବକୁ ଆଗେଇ ନେଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ…

ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୦୮ ଆମ୍ବୁଲାନ୍ସ ସେବା ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଓଡ଼ିଶାରେ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ ଦ୍ୱାରା ପରିଚାଳିତ ୧୦୮ ଆମ୍ବୁଲାନ୍ସ ସେବାକୁ ଗତ ଅଗଷ୍ଟ ୧୩ ତାରିଖ ୨୦୨୩ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଶଂସା ଓ ସମ୍ବର୍ଦ୍ଧିତ କରାଯାଇଛି । ଭୟାବହ ବାହାନଗା ରେଳ ଦୁର୍ଘଟଣା ସମୟରେ…

ସୋଆରେ ଆଣ୍ଟି ରାଗିଂ ସପ୍ତାହ ପାଳିତ

ଭୁବନେଶ୍ୱର, ୨୬/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସମସ୍ତ କ୍ୟାମ୍ପସରେ ଅଗଷ୍ଟ ୧୨ ରୁ ୧୮ ତାରିଖ ପର୍ଯ୍ୟନ୍ତ ଆଂଟି ରାଗିଂ ସପ୍ତାହ ପାଳିତ ହୋଇଯାଇଛି । ଛାତ୍ର ଅବସ୍ଥାରେ ରାଗିଂ ମନୁଷ୍ୟର ସାମାଜିକ ମୂଲ୍ୟବୋଧକୁ ହ୍ରାସ କରେ ଓ ଭବିଷ୍ୟତକୁ ନଷ୍ଟ କରିଥାଏ । ତେଣୁ ୟୁଜିସିର ନିୟମାବଳୀ ଅନୁଯାୟୀ…

ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୨୬/୦୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ବିଭିନ୍ନ ବିଭାଗରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ଏମ୍ବିବିଏସ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ଶନିବାର ଏହି…

ଦିପ୍ତିପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବୃକ୍ଷରୋପଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର :- ଆଜି ତା ୨୬/୦୮/୨୩ ଶନିବାର ଦିନ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଦିପ୍ତିପୁର ବରଗଡ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ସଂଯୋଜନାରେ ଓ ପଶ୍ଚିମ ଓଡ଼ିଶା କୃଷିକେନ୍ଦ୍ର ଦିପ୍ତିପୁର ଙ୍କ ସହଯୋଗ ରେ ଏକ ବୃକ୍ଷରୋପଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

5ଟି ରୂପାନ୍ତରଣ କାର୍ଯ୍ୟରେ ଟ୍ରାନ୍ସପରେଣ୍ଟଲି ଅନିୟମିତତା !!!

ଲକ୍ଷାଧିକ ଟଙ୍କାର ହେରଫେର ଅଭିଯୋଗ ଆଣିଲେ ଗ୍ରାମ କମିଟି ଓ ଗ୍ରାମବାସୀ ଜମନକିରା/ ଲିପନ ନାୟକ : ଓଡିଶା ସରକାର ଛାତ୍ରଛାତ୍ରୀ ଙ୍କ ଉଜ୍ଵଳ ଭବିଷ୍ୟତ ଶିକ୍ଷା ନିମନ୍ତେ ଏବେ ସ୍କୁଲ ଗୁଡିକ 5ଟି ମାଧ୍ୟମରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ କରିଛନ୍ତି l କିନ୍ତୁ ଠିକାଦାର ଓ ସରକାରୀ ବାବୁ ଙ୍କ…

ଗୁଦେରପାଲି ରେ ରକ୍ତଦାନ ଶିବିର :୩୧ ୟୁନିଟ୍ ରକ୍ତ ସଂଗୃହୀତ

https://youtu.be/V_KhQ3k1s6s ପଦ୍ମପୁର :- ମା ସିଂହ ବାହିନୀ ଏସ୍.ଏଚ୍.ଜି ଓ ଓଡିଶା ମୋ ପରିବାର (ଜୀବନ ବିନ୍ଦୁ ) ଆନୁକୂଲ୍ଯରେ ଏକ ରକ୍ତଦାନ ଶିବିର ଗୁଦେରପାଲି ମିଶନ ଶକ୍ତି ଗୃହ ଠାରେ ଅନୁଷ୍ଠିତ ହୋଇଛି l ଏହି ଶିବିରକୁ ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ…

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ୨୪ ଘଣ୍ଟିଆ ବନ୍ଦ ସଫଳ

ମୟୂରଭଞ୍ଜ/ ସ୍ୱତନ୍ତ୍ର ପ୍ରତିନିଧି ଦିପୁ ମହାପାତ୍ର : ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷା,ସ୍ବାସ୍ଥ୍ୟ,ଗମନାଗମନ,ବାର୍ଦ୍ଧକ୍ୟ ଭତ୍ତା,ଆବାସ ଯୋଜନା,ଶିଳ୍ପ ତଥା ଅନ୍ୟାନ୍ୟ ସମସ୍ୟା ମୁଣ୍ଡ ଟେକିଛି | କେଉଁଠି ଡାକ୍ତରଖାନାରେ ଡାକ୍ତର ନାହାନ୍ତି ତ ପୁଣି ରୋଗୀମାନଙ୍କର ଚିକିତ୍ସା ପାଇଁ ବଡ ସହରକୁ…

ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ଦାଵୀରେ ବିଦ୍ୟାଳୟରେ ତାଲା ପକାଇ ଛାତ୍ର ଛାତ୍ରୀଙ୍କ ଧାରଣା

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ସ୍ଥାନୀୟ କଳିଙ୍ଗା ପଞ୍ଚାୟତ ଅଧିନସ୍ଥ କିର୍ମିଙ୍ଗିଆ ଗାଁର ଜାର୍ଗୀନାଯୁ ପ୍ରାଥମିକବିଦ୍ୟାଳୟ ରେ ଆଜି ଏକ ଅଭାବନୀୟ ଘଟଣା ଦେଖି ବାକୁ ମିଳିଛି I ସୂଚନା ପ୍ରକାରେ ସୁଦ୍ଧାଞ୍ଜଳି ପ୍ରଧାନ ନାମକ ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଆଜି ଛାତ୍ରଛାତ୍ରୀ…

କମିଶନରଙ୍କୁ ଭେଟିଲେ ଗିରଜାଟୋଲିର ବସ୍ତିବାସିନ୍ଦା

ରାଉରକେଲା (ବସନ୍ତ କୁମାର ଜେନା) : ଗିରଜାଟୋଲିର ଶତାଧିକ ବସ୍ତିବାସିନ୍ଦା ରାଉରକେଲା ମହାନଗର ନିଗମ କମିସନର ଓ ଅତିରିକ୍ତ ଜିଲ୍ଲାପାଳ ଡ଼କ୍ଟର ଶୁଭଙ୍କର ମହାପାତ୍ରଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଆମ୍ଭେମାନେ ଶକ୍ତିନଗର ଗିରଜାଟୋଲିର ବସ୍ତିବାସିନ୍ଦା ଅଟୁ। ଏହି ଅଞ୍ଚଳରେ…