ମୈତ୍ରୀ ଇନ୍ଫ୍ରା ଦ୍ୱାରା ଛାତ୍ର ଛାତ୍ରୀଙ୍କୁ କ୍ରୀଡା ସାମଗ୍ରୀ ପ୍ରଦାନ

ରାୟଗଡା ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗେର ସ୍ଥିଥ ତ୍ରିନାଥ ଦେବ ଉଛ ବିଦ୍ୟାଳୟ ଠାରେ ମୈତ୍ରୀ ଇନ୍ଫ୍ରା ମାଇନିଂ ଏଲଟିଡି ଚ୍ୟାର୍ମେନ ଶ୍ରୀ ଶ୍ରୀନିବାସ ରାଓଙ୍କ ଦତ୍ତ୍ୱବୋଧନରେ ମୈତ୍ରୀ CSR ର ଆନୁକୂଲ୍ୟରେ ଛାତ୍ର ଛାତ୍ରୀଙ୍କୁ ଟେବୁଲ, ଚ୍ୟାର,…

ଆଜି କୁଚିଣ୍ଡା ପବିତ୍ର ୨୦ ତମ ବାଲିଯାତ୍ରା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ

ଜମନକିରା ୧୮/୧୧/୨୩ (ଲିପନ ନାଏକ ) : କୁଚିଣ୍ଡା ବ୍ଲକ ସଇଡା, କୁଣ୍ଡlପୋଷି ଡଙ୍ଗା ଘାଟ ଠାରେ ପୂଜକ ପ୍ରକାଶ ପୁରୋହିତ ଙ୍କ ପୌରlହିତ୍ୟରେ ପୂଜାର୍ଚ୍ଚନା ପରେ ପବିତ୍ର ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ସଭାପତି ବିଜୁ ସାହୁ, ସାଧାରଣ ସମ୍ପାଦକ ବିଶ୍ଵନାଥ କଣ୍ଡରା, ଉପ…

ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ହାତ ଛାଡି ଶଙ୍ଖ ଫୁଙ୍କିଲେ ଚିରଞ୍ଜିବି ବିଶ୍ୱାଳଂକ ଖାସ ଅନୁଗତ ନାରଣ

ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଲେ କଂଗ୍ରେସ ନେତା ନାରାୟଣ ଜେନା ଭୁବନେଶ୍ୱର, ୧୭/୧୧/୨୦୨୩: କଂଗ୍ରେସ ନେତା ଚିରଞ୍ଜିବି ବିଶ୍ୱାଳଂକ ଖାସ ଅନୁଗତ  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ନାରାୟଣ ପ୍ରସାଦ ଜେନାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଆଜି…

ବେଲଗୁଣ୍ଠା ବିଜେପି ପକ୍ଷରୁ ବିଡ଼ିଓଙ୍କ ଜରିଆରେ ଜିଲ୍ଳାପାଳଙ୍କୁ ଦାବିପତ୍ର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବିଜେପି ପକ୍ଷରୁ ବିଭିନ୍ନ ଦାବି ନେଇ ବେଲଗୁଣ୍ଠା ବିଡିଓଙ୍କ ଜରିଆରେ ଗଞ୍ଜାମ ଜିଲ୍ଳାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି I ଆଜି ସକାଳ ଦଶ ଘଣ୍ଟା ସମୟରେ ସୋରଡା ନିର୍ବାଚନମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ…

ଯୁବକଙ୍କୁ ଛୁରୀରେ ଆକ୍ରମଣ ; ଅଭିଯୁକ୍ତ କୋର୍ଟଚାଲାଣ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଏକ ଆକ୍ରମଣ ଘଟଣାରେ ଆଜି ଗାଙ୍ଗପୁର ପୋଲିସ୍ ଜଣେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବା ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ସୂଚନା ଦେଇଛନ୍ତି I ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ଗ୍ରାମର ତୋଫାନ ଗୌଡ଼ ନାମକ…

କବିସମ୍ରାଟ ମିଡ଼ିଆକ୍ଳବ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଭଞ୍ଜନଗର/ଉଦୟନାଥ ପଣ୍ଡା: "କବିସମ୍ରାଟ ମିଡ଼ିଆକ୍ଳବ୍ ଭଞ୍ଜନଗର" ପକ୍ଷରୁ ଭଞ୍ଜନଗର ସହରରେ ଥିବା ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ଜାତୀୟ ପ୍ରେସ ଦିବସ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା…

ବିଶିଷ୍ଟ ଶିକ୍ଷାବିତ ଡ. ଶ୍ରୀରାମ ଚନ୍ଦ୍ର ଦାଶଙ୍କ ଜନ୍ମ ଜୟନ୍ତୀ ପାଳିତ

ଜଗତସିଂହପୁର,ତା-୧୭.୧୧.୨୦୨୩/ସୁମନ୍ତ କୁମାର ଦାସ: ବିଶିଷ୍ଟ ଶିକ୍ଷାବିତ ସୁସାହିତ୍ୟିକ ପ୍ରଫେସର ଡ଼ଃ ଶ୍ରୀରାମ ଚନ୍ଦ୍ର ଦାଶ ଙ୍କର ୧୦୫ତମ ଜନ୍ମଜୟନ୍ତୀ ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ କଲେଜଛକସ୍ଥିତ ଶ୍ରୀରାମ ଦାଶ ଙ୍କ ପ୍ରତିମୂର୍ତ୍ତୀ…

ବର୍ଷା ଅଭାବରୁ ଧାନ ଫସଲ ନଷ୍ଟ ହେବା ସମ୍ଵନ୍ଧେ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଡାବୁଗାଁ ବ୍ଲକ କୃଷକ ମହାସଂଘ ତରଫରୁ…

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ୧୭/୧୧/୨୩ ଚଳିତ ବର୍ଷ ମୌସୁମୀ ର ଲୁଚକାଳି ସହ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଡାବୁଗାଁ ବ୍ଲକ ର ୩୦ ପ୍ରତିଶତ ଚାଷୀଙ୍କ ଧାନ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।ବର୍ଷା ଅଭାବରୁ ଧାନ ଗଛ ସବୁ ପୋଡି ଯାଇ ପାଳ ହୋଇଯାଇଥିବା ଅଭିଯୋଗ ଆଣିଛି ଡାବୁଗାଁ…

ଭଂଜନଗରରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ – ୨୦୨୩ ଅନୁଷ୍ଠିତ

ଭଞ୍ଜନଗର/ଉଦୟନାଥ ପଣ୍ଡା : ଭଂଜନଗର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିନସ୍ଥ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭଂଜନଗର ଠାରେ ଚଳିତ ନଭେମ୍ବର ୧୭ ତାରିଖ ରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ - ୨୦୨୩ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ . ଧନଞ୍ଜୟ…