ବଡ଼ବିଲରେ ହତ୍ୟାକାଣ୍ଡ : କାରଣ ଅସ୍ପଷ୍ଟ

ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ଥାନାଞ୍ଚଳ ଦାମୁ ହଟିଂ ଅଞ୍ଚଳରେ ଜଣେ ଯୁବକକୁ ବିଭତ୍ସ ହତ୍ୟା କରାଯାଇଛି। ମୃତକ ମହେନ୍ଦ୍ର ମହାକୁଡ଼ ଓରଫ ମୁନା ମହାକୁଡ଼। ମହେନ୍ଦ୍ରଙ୍କ ନାଁରେ ବଡ଼ବିଲ ତଥା ଆଖପାଖ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ଜଣାପଡିଛି। ଗତ ରାତିରେ ଦାମୁ ହଟିଂ…

ସୌମ୍ୟବାବୁଙ୍କୁ ଜଣେ ଅଭ୍ୟାସଗତ ବ୍ଲାକମେଲର୍ ବୋଲି କହିଲେ ଅତନୁ

https://youtu.be/pI9GZR28XWg "ସୌମ୍ୟବାବୁ ଜଣେ ବ୍ଲାକମେଲର୍ : ବ୍ଲାକମେଲିଂ ତାଙ୍କର ପୁରୁଣା ଅଭ୍ୟାସ" ଭୁବନେଶ୍ୱର : ସୌମ୍ୟବାବୁ ଜଣେ ବ୍ଲାକମେଲର୍ | ଗୋଟେ ଦଳରେ ରହି ଦଳକୁ ବ୍ଲାକମେଲିଂ କରିବା ହେଉଛି ତାଙ୍କର ପୁରୁଣା ଅଭ୍ୟାସ । ଦଳରେ ରହି ତାକୁ ବ୍ଲାକମେଲିଂ କରିବାର ପ୍ରୟାସ…

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ (କଲ୍ଯାଣ ବିଭାଗ)ରେ “ପେରେଣ୍ଟସ ଏସ୍ ପାର୍ଟନର୍ ମିଟିଙ୍ଗ ” ଅନୁଷ୍ଠିତ l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ (କଲ୍ଯାଣ ବିଭାଗ)ରେ “ପେରେଣ୍ଟସ ଏସ୍ ପାର୍ଟନର୍ ମିଟିଙ୍ଗ ” ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଦ୍ମପୁର ଉପ-ଜିଲ୍ଲାପାଳ ସଦାକର କୁମ୍ଭାର ମୁଖ୍ଯ ଅତିଥି ରୂପେ ଯୋଗ ଦେଇଥିଲେ ।ଓଡ଼ିଶା ସରକାରଙ୍କ କଲ୍ଯାଣ ବିଭାଗ ଦ୍ବାରା…

ଐତିହାସିକ ଭାରତ ଯୋଡଯାତ୍ରାର ଏକବର୍ଷ ପୂର୍ତ୍ତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ କଂଗ୍ରେସ ନେତ ଶ୍ରୀ ଯୁକ୍ତ ରାହୁଲ ଗାନ୍ଧୀଙ୍କ ଐତିହାସିକ ଭାରତ ଯୋଡ ପଦଯାତ୍ର ସଫଳତାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଗୁରୁବାର ଦିନ ଅପରାହ୍ନ ରେ ଓଡ଼ିଶା…

ଟାଟା ଷ୍ଟିଲ୍ ଏସ୍ଇଜେଡ୍ ଗୋପାଳପୁର ଶିଳ୍ପ ପାର୍କରେ ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ସ୍ଥାପନ କରିବ ଆଭାଡା ଗ୍ରୁପ୍

ପ୍ରକଳ୍ପ ପାଇଁ ଟାଟା ଷ୍ଟିଲ୍ ଏସ୍ଇଜେଡ୍ ଓ ଆଭାଡା ଗ୍ରୁପ୍ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ ଭୁବନେଶ୍ୱର, ୭ ସେପ୍ଟେମ୍ବର ୨୦୨୩: ଓଡ଼ିଶାର ଗଂଜାମ ଜିଲ୍ଲାସ୍ଥିତ ଗୋପାଳପୁର ଶିଳ୍ପ ପାର୍କରେ ଏକ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ ପ୍ରକଳ୍ପ ସ୍ଥାପନ କରିବା ଲାଗି ଟାଟା ଷ୍ଟିଲ୍ ସ୍ପେସିଆଲ…

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ଜିଲ୍ଲାସ୍ତରୀୟ କମିଟି ବୈଠକ

-ବିଭିନ୍ନ ପୁରସ୍କାର ଉପରେ ବିସ୍ତୃତ ଆଲୋଚନା -ଆଜି ବିଦ୍ୟାଳୟସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର, ୭। ୯: ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ପ୍ରଥମ ଜିଲ୍ଲାସ୍ତରୀୟ କମିଟି ବୈଠକ ଶେଷ ହୋଇଛି । ଗତ ୩୧ ତାରିଖଠୁ…

ଜିଲ୍ଲା ସ୍ତରୀୟ ଚତୁର୍ଥ ଅନ୍ତର୍ଜାତୀୟ ନୀଳ ଆକାଶ ନିମନ୍ତେ ସ୍ବଚ୍ଛ ବାୟୁ ଦିବସ ପାଳନ

ଜଗତସିଂହପୁର,ତା-୦୭.୦୯.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ଚତୁର୍ଥ ଅନ୍ତର୍ଜାତୀୟ ନୀଳ ଆକାଶ ନିମନ୍ତେ ସ୍ତନ୍ଥ ବାୟୁ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ୨୦୨୦…

ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଜେଡି ନେତାଙ୍କ ବିୟୋଗରେ ଶୋକ ସଭା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଜେଡି ନେତା ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଛି। ଏହି ସଭାକୁ ଗଜପତି…

ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ କର୍ମବୀର ବସନ୍ତ କୁମାର ବିଶ୍ଵାଳଙ୍କ ୨୦ତମ ଶ୍ରାଦ୍ଧ ଦିବସ

ଜଗତସିଂହପୁର,ତା-୦୭.୦୯.୨୦୨୩/ସୁମନ୍ତ କୁମାର ଦାସ: ଓଡ଼ିଶାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ କର୍ମବୀର ବସନ୍ତ କୁମାର ବିଶ୍ଵାଳଙ୍କ ୨୦ତମ ଶ୍ରାଦ୍ଧ ଦିବସ ଜଗତସିଂହପୁର ସ୍ଥିତ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ପାଳନ ହୋଇଯାଇଛି।ବସନ୍ତ କୁମାର ବିଶ୍ଵାଳ ସ୍ମୃତି କମିଟିର ସଭାପତି…

ଗୁଦଗୁଦା ଜଳପ୍ରପାତ ରେ ଯୁବକ ନିଖୋଜ l

ଜମନକିରା 07/09/23: କୁଚିଣ୍ଡା ବ୍ଲକ କୁସୁମୀ ପଞ୍ଚାୟତ ବଡବାହାଲ ସ୍ଥିତ ଗୁଦଗୁଦା ଜଳପ୍ରପାତ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଏହି ଜଳପ୍ରପାତ ରେ ଯୁବକ ବୁଡି ନିଖୋଜ ହୋଇଛି l ନିଖୋଜ ଥିବା ଯୁବକ ଜଣକ ହେଲେ ଆନ୍ଦ୍ରପ୍ରଦେଶ, ସାଇନଗର ଅଞ୍ଚଳ ର କୋଳି ଭିରା ହନୁମାନ (21) ବୋଲି ଜଣାପଡିଛି l…