ଲୋକକଳା ଭାରତଲିଳା ରୁ ଅପସଂସ୍କୃତି ବାଦ୍ ଦେଇ କଳାକାର ଙ୍କ ସମସ୍ୟା ର ସମାଧାନ ନିମନ୍ତେ ବୈଠକ।
https://youtu.be/jPOB9Y5VYvE
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: "ଘୁମୁସର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତଲୀଳା" ସଂଘ ର ପ୍ରଥମ ବାର୍ଷିକ ଉତ୍ସବ ଆଜି, ୧୦/୦୯/୨୦୨୩ ରିଖ ରବିବାର ଦିନ ପୂର୍ବାହ୍ନ ୧୧ ଘଣ୍ଟିକା ସମୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ର ଅଗଝୋଳ ଗ୍ରାମରେ ସଂଖ୍ୟା ଧିକ…