ଧର୍ମପରାୟଣ ମହିଳା ଙ୍କ ପରଲୋକ
ସତ୍ୟବାଦୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ରାୟଚକ୍ରଧରପୁର ଗ୍ରାମର ଧର୍ମପରାୟଣ ବୃଦ୍ଧା ରମାମଣି ମିଶ୍ରଙ୍କ ଭୁବନେଶ୍ୱର ର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥା ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ଅଶୀ ବର୍ଷ ବୟସ ହୋଇଥିଲା।ନିଜର ଅମାୟିକ ବ୍ୟବହାର ସ୍ନେହୀ ସ୍ବଭାବ ତଥା…