ବ୍ଲକ ସ୍ତରୀୟ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ
ଜମନକିରା ୦୪/୧୨/୨୩ (ଲିପନ ନାଏକ ) : ଡିସେମ୍ବର ତିନ୍ ତାରିଖ କୁ ବିଶ୍ଵ ଭିନ୍ନକ୍ଷମ ଦିବସ ରୁପେ ପାଳନ କରାଯାଏ,ଏଇ ପରିପେଖି ରେ ଆଜି ଜମନକିରା ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ବିଶ୍ଵଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି,ଏଇ କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ…