ଚନ୍ଦ୍ରାୟନ-୩ ଓ ଆଦିତ୍ୟ-ଏଲ୧ ଅଭିଯାନରେ ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଟ୍ୟୁଟ ଛାତ୍ରଙ୍କ ଚମତ୍କାରିତା

ଭୁବନେଶ୍ୱର:ମହାକାଶ ଇତିହାସରେ ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ-ଏଲ୍୧ ର ସଫଳ ଅଭିଯାନ ଭାରତ ପାଇଁ ଅକଳ୍ପନୀୟ ଗୌରବ ଆଣିଥିବାବେଳେ ଏହି ମିଶନରେ ସାମିଲ ଥିବା ଓଡିଶାର ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚୁ୍ୟଟର ଛାତ୍ର ଦୀପକ କୁମାର ସାହୁ, ଶିବୁ ପୃଷ୍ଟି ଏବଂ ନିରଞ୍ଜନ ମହାରଣା ଉଭୟ…

ନକଲି ସୁନା ଶଙ୍ଖ ଓ ଟଙ୍କା ସହ ଜଣେ ବ୍ୟକ୍ତି ଗିରଫ.

ଅଶୋକ ସାହୁ, ଶାସକ ପ୍ରଶାସକ :  ପାପଡାହାଣ୍ଡି ପୋଲିସ କୁ ମିଳିଲା ବଡ ସଫଳତା ! ଆଜି ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ କୁମାର ସେନ ପ୍ରେସ ମିଟ କରି ସୁଚନା ଦେଇଥିଲେ ଯେ ଆଜି ପାପଡାହାଣ୍ଡି ପୋଲିସ , ଏକ ନକଲି ସୁନାଶଙ୍ଖ ସହ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିଛି | ଗିରଫ ବ୍ୟକ୍ତି ଙ୍କ ଠାରୁ ୮୧୦୦୦…

ଓଡ଼ିଶାର ସାମର୍ଥ୍ୟ ଓ ସହାୟକ ବୃଦ୍ଧି ସଂପର୍କିତ ବିଶ୍ୱବ୍ୟାଙ୍କ ପ୍ରକଳ୍ପ କାର୍ଯ୍ୟକାରିତା ବୈଠକ

ରାଜ୍ୟର ଅର୍ଥନୈତିକ ଓ ଜଳବାୟୁ ବିପର୍ଯ୍ୟୟ ଜନିତ ପ୍ରଭାବରୁ ଏହି ପ୍ରକଳ୍ପ ସୁରକ୍ଷା ଦେବ । ଭୁବନେଶ୍ଵର:ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ଓଡିଶାର ସାମର୍ଥ ଓ ସହାୟକ ବୃଦ୍ଧି ସମ୍ପର୍କରେ ବିଶ୍ୱବ୍ୟାଙ୍କ ସହାୟତା ପ୍ରକଳ୍ପ କାର୍ଯ୍ୟକାରିତା ନେଇ ବିଶ୍ୱବ୍ୟାଙ୍କ ମିଶନ ଟିମ୍ ସହ ଏକ…

ଘର ଭିତରେ ପଶିଲା ପାଣି : ଲୋକ ଅସନ୍ତୁଷ୍ଠ

ରାଇଘର : ପୁଷ୍ପାରାଣୀ = ଶାସକ ପ୍ରଶାକ )ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ଶାନ୍ତି ନଗର ଗ୍ରାମ ଲଗୁଚାପ ବର୍ଷା ରେଘରେ ଭିତରେ ପଶିଲାପାଣି | ରାତି ସାରା ଶୋଇପାରିଲେନି ଗ୍ରାମବାସୀ ! ଦୀର୍ଘ ବର୍ଷ ଧରି ସମସ୍ୟା ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ | ଏହି ଲଘୁଚାପ…

ମାତୃ ଭୂମି ଓ ମାତୃ ଭାଷା କୁ ଭଲ ପାଇବା ହିଁ ଗଙ୍ଗାଧରଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

ଜମନକିରା ସ୍ନାତକ ମହାବିଦ୍ୟାଳୟର ମେହେର ଜୟନ୍ତୀ ରେ ବକ୍ତା ଙ୍କ ମନ୍ତବ୍ୟ ଜମନକିରା/ଲିପନ ନାୟକ :ସମ୍ବଲପୁର ଜିଲ୍ଲା ଜମନକିରା ର ସ୍ନାତକ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଙ୍କ ସଭାପତିତ୍ବରେ ସମାରୋହର ସହ ପାଳିତ ହୋଇ ଯାଇଛି ।ପ୍ରାରମ୍ଭରେ ମୁଖ୍ୟ ଅତିଥି ସାହିତ୍ୟିକ ସୁବାସ…

ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ: ବାଲୁଗାଁ ସମେତ ଏକାଧିକ ସ୍ଥାନରେ ଜାରି ରହିଛି ଚଢାଉ

ବାଲୁଗାଁ/ଖୋର୍ଦ୍ଧା:-(ସେକ୍ କୌସର): ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଭିଜିଲାନ୍ସ ବିଭାଗର ଚଢାଉ ଚାଲିଛି। ବାଲୁଗାଁ ଜେନା କଲୋନୀରେ ଚାଲିଛି ଭିଜିଲାନ୍ସ ରେଡ।ଉକ୍ତ କଲୋନୀରେ ପୂର୍ବତନ ବୁଗୁଡ଼ା ତହସିଲଦାର ଯଥା ବର୍ତ୍ତମାନ ରାଜସ୍ୱ ଓ ବିପର୍ଯୟ ପରିଚାଳନା…

ରାସନକାର୍ଡ଼ରୁ ବଞ୍ଚିତ ଲବଙ୍କ ପରିବାର: ଧ୍ୟାନ ଦେବେ କି ମୋ ସରକାର

ଛୁଆ ଦିଟାର କଥା ଚିନ୍ତା କରି ଦୟା ପରବଶ ହେଉ ପ୍ରଶାସନ କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମପଞ୍ଚାୟତ ଲାଡ଼ ଗ୍ରାମର ଲବ କିସାନ(୩୫)ଙ୍କ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ପାଇବାରୁ ବଞ୍ଚିତ ହୋଇଛନ୍ତି l ଲବ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ମୂଲ ଲାଗି…

ବ୍ଳକ ସ୍ତରୀୟ ଖୋଖୋ ଚମ୍ପିଆନସିପ୍

ଗାଇସିଲେଟ/ମନ ଡନସନା- ଗାଇସିଲାଟ ବ୍ଲକର ପିପିପି ହାଇସ୍କୁଲ ବରିହାପୁଖାପାଣି ଖେଳ ପଡିଆରେ ଗାଇସିଲାଟ ବ୍ଳକ ସ୍ତରୀୟ ଖୋଖୋ ଚମ୍ପିଆନସିପ୍ ଅନୁଷ୍ଠିତ ହୋଇଯାଇଛି। ବ୍ଳକର ଚାରୋଟି ଜୋନ୍ ରୁ ୧୬ ଟି ଦଳ ଅଂଶଗ୍ରହଣ କରିଥିବା ଏହି କାର୍ଯ୍ୟକ୍ରମ କୁ ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ଧବଳେଶ୍ୱର…

ରାଜ୍ୟ ସରକାରଙ୍କ ପ୍ରତିଶୃତି ପ୍ରତାରଣାରେ ପରିଣତ : ଏନପିଏସ ଶିକ୍ଷକଙ୍କ ଯୋରଦାର ଆନ୍ଦୋଳନ

ବିଦ୍ୟାଳୟରେ ତାଲା : ପାଠପଢା ମଧ୍ୟାହ୍ନ ଭୋଜନ ଠପ୍  ନିଶ୍ଚିନ୍ତକୋଇଲି(ଶାସକ ପ୍ରଶାସକ): ରାଜ୍ୟ ସରକାର ଶୈକ୍ଷିକ ବ୍ୟବସ୍ଥାକୁ ବିକଶିତ କରିବା ପାଇଁ ବାରମ୍ବାର ପ୍ରୟାସ କରୁଥିଲେ ମଧ୍ୟ ସମଗ୍ର ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବାକୁ ବସିଲାଣି । ରାତି ପାହିଲେ ଶିକ୍ଷକମାନେ ଏବେ…

ସମ୍ମାନ ଓ ସ୍ୱାଭିମାନ ପାଇଁ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢେ଼ଇ ଜାରି ରହିବ : କ୍ରିୟାନୁଷ୍ଠାନ କମିଟି।

ପଞ୍ଚମ ଦିନରେ ଜିଲ୍ଲା ଦାବୀ ନେଇ ଧାରଣା ଜୁନାଗଡ଼: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ଗଣଧାରଣା ପଞ୍ଚମ ଦିନରେ ପହଁଚିଛି । ଆମ ଅତିତର ହକ ଓ ଅଧିକାରକୁ ଛଡ଼େଇନେଇଛନ୍ତି । ଯେ ପର୍ଯ୍ୟନ୍ତ ସରକାର ଆମ ଅଧିକାର ନ ଦିଅନ୍ତି, ଜୁନାଗଡ଼ର ଆତ୍ମସମ୍ମାନ ଓ ସ୍ୱାଭିମାନ…