ଲିଜ୍ରେ ଥିବା ଏକଛତ୍ରବାଦୀ ବିଜେଡି ସରକାରରେ ବିସ୍ପୋରଣ ହେବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି : ମନମୋହନ ସାମଲ
ପାରଳାଖେମୁଣ୍ଡିରେ ବିଜେପିର ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ
ଶାସକ ଦଳର ନେତା , ମନ୍ତ୍ରୀ ଓ ବିଧାୟକଙ୍କ ପାଖରେ କୌଣସି କ୍ଷମତା ନାହିଁ
ଗଜପତି ଜିଲ୍ଲାର ସାମଗ୍ରିକ ବିକାଶରେ ବିଜେଡି ସରକାର ଫେଲ୍ ମାରିଛି
ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ରାଜ୍ୟ ସରକାର…