ଡ଼କାୟତ ଯୋଜନା ପଣ୍ଡ କଲେ ବେଲଗୁଣ୍ଠା ପୋଲିସ: ୪ ଗିରଫ

ବେଲଗୁଣ୍ଠା--(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ପୋଲିସକୁ ମିଳିଛି ବଡ ସଫଳତା ।ଏକ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ଚଢାଉ କରି ୪ ଜଣକୁ ଗିରଫ କରିବା ସହିତ ମାରଣାସ୍ତ୍ର ଜବତ କରିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଗତ ୨୪ ତାରିଖ ଦିନ ବେଲଗୁଣ୍ଠା ଥାନା…

ବେଲଗୁଣ୍ଠା ବ୍ଳକ୍ ର ତେର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରୋଟାରୀ କ୍ଳବ୍ ପକ୍ଷରୁ ରାଷ୍ଟ୍ର ନିର୍ମାତା ସମ୍ମାନ ପ୍ରଦାନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ସନ୍ଧ୍ୟାରେ ଭଞ୍ଜନଗର ରୋଟାରୀ କ୍ଳବ୍ ପକ୍ଷରୁ ଆୟୋଜିତ ରାଷ୍ଟ୍ର ନିର୍ମାତା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ର ତେର ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରାଷ୍ଟ୍ର ନିର୍ମାତା ସମ୍ମାନରେ ସମ୍ମାନୀତ କରାଯାଇଛି I ରାଷ୍ଟ୍ର ନିର୍ମାତା…

ଛଅ ଫୁଟ ଲମ୍ବର ବାଡ଼ି ପୋଟଳ (ଛଚିନ୍ଦ୍ରା)

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ନିକଟସ୍ଥ ଲୁଣିଝୋଳା ଗ୍ରାମର. ମୂରଲୀ ନାୟକ ନିଜ ବାଡ଼ିରେ କିଛି ବାଡ଼ି ପୋଟଳ ଗଛ ଲଗାଇଥିବା ବେଳେ ଆଜି ସେ ଆଠଟି ପୋଟଳ ତୋଳିଥିଲେ I ସତ୍ୟ କୁମାର ନାୟକ ନାମକ ଜନୈକ ବ୍ୟକ୍ତି ମୂରଲୀ ନାୟକଙ୍କ ବାଡ଼ିରୁ ଏକ ଆଶ୍ଚର୍ଯ୍ୟଜନକ ବାଡ଼ି ପୋଟଳ ବେଲଗୁଣ୍ଠାକୁ…

ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

ଜଗତସିଂହପୁର,ତା-୨୫.୦୯.୨୦୨୩/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୁଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ…

ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ଧଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,ତା-୨୫.୦୯.୨୦୨୩/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ,ଭା.ପ୍ର.ସେ.…

ପଦ୍ମପୁର ଏନ୍.ଏ.ସି ରେ ୱାର୍ଡ ସ୍ତରୀୟ ଅଭିଯୋଗ ଶୁଣାଣୀ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବିନ୍ଧ୍ୟବାସିନୀ କ୍ଲବ ଠାରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଉକ୍ତ ବୈଠକରେ ଏନ୍.ଏ.ସି ଅଧ୍ୟକ୍ଷା ସାବିତ୍ରୀ ବାଗ, କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, କାଉନ୍ସିଲର…

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲାସ୍ତରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ଏହି…

ବୁଦ୍ଧ ସାମାଜିକ ପରିବର୍ତ୍ତନ ସଂଗଠନର ସାଧାରଣ ଅଧିବେଶନ,ସାମାଜିକ ପରିବର୍ତ୍ତନ ପାଇଁ ବକ୍ତା ଙ୍କ ଆହ୍ବାନ

କୁଚିଣ୍ଡା/ଅଜୟ ବାଘ : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ କବରିବାହାଲ ଠାରେ ନବ ଗଠିତ ବୁଦ୍ଧ ସାମାଜିକ ପରିବର୍ତ୍ତନ ସଂଗଠନ ର ପରିବର୍ଦ୍ଧିତ ଚତୁର୍ଥ ସାଧାରଣ ଅଧିବେଶନ ଓଡ଼ିଶା ଓବିସି ମଂଚର ମହାସଚିବ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ…

ସନ୍ଧ୍ୟା ସାଥୀ କ୍ଲବ ପକ୍ଷରୁ ଗଣେଶ ପୂଜା ଅବସରରେ ପ୍ରସାଦ ସେବନ ଆୟୋଜିତ !!!

ବାଣପୁର/ଖୋର୍ଦ୍ଧା:(ସେକ୍ କୌସର)-ଶ୍ରୀଗଣେଶ ପୂଜାରେ ସମଗ୍ର ବାଣପୁର ସହର ଉତ୍ସବ ମୁଖର ଏହି ଅବସରରେ ବାଣପୁର ସହରର, ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ପୂଜାର୍ଚ୍ଚନା ଚାଲୁଥିବା ବେଳେ। ଆଜି ସନ୍ଧ୍ୟା ସାଥୀ କ୍ଲବ ଜଗନ୍ନାଥପୁର ସାହିର ପୂଜା କମିଟି ପକ୍ଷରୁ ଗଣେଶ ପୂଜା…

ଶରତପାଳ ମହାବିଦ୍ୟାଳୟରେ NSS ଦିବସ ପାଳିତ

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଶରତପାଳ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୃହ ବିଭାଗ ର ଅଧ୍ୟାପିକା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୁଜାତା ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଏକ ସାଧାରଣ ସଭା…