ବସ୍ତି ଲୋକମାନଙ୍କୁ ବିଜେଡ଼ି ସରକାର ପ୍ରତାରଣା ଦେଇଚାଲିଛନ୍ତି : ବିଜୟ
ଭୂବନେଶ୍ୱରରେ ଜିଲ୍ଲା କଂଗ୍ରେସର ବସ୍ତିବିକାଶ ଅଭିଯାନର ଶୁଭାରମ୍ଭ
" ବସ୍ତିର ଉନ୍ନତିକରଣ ପାଇଁ ୮୦୦ କୋଟି ଟଙ୍କାର ଏକ ଯୋଜନାର ଘୋଷଣା କରାଯାଇଛି ସତ କିନ୍ତୁ ବସ୍ତିବାସିନ୍ଦା ଯେଉଁ ବସ୍ତିରେ ରହୁଥିଲେ ଏବେ ମଧ୍ୟ ସେହି ବସ୍ତିରେ ରହୁଛନ୍ତି । ଯୋଜନା କେବଳ ତୃତୀୟ ମହଲା ଇଙ୍ଗିତରେ ଫାଇଲ୍ରେ…