ଆଦିତ୍ୟ ବିର୍ଲା ଗ୍ରୁପ୍ ଆଇଏନ୍ଟି ଆଦିତ୍ୟ ବିର୍ଲା ପରଫର୍ମିଂ ଆର୍ଟସ୍ ଏକାଡେମୀ ଶୁଭାରମ୍ଭ କଲା
ଭାରତର ପ୍ରଦର୍ଶନ କଳା (ପରଫର୍ମିଂ ଆର୍ଟସ୍) ନିମନ୍ତେ ଏକ ଯୁଗାନ୍ତକାରୀ ସଂସ୍ଥାନ ଏକ ନୂଆ ଯୁଗରେ ପ୍ରବେଶ କଲା,
ପ୍ରଦର୍ଶନ କଳାକୁ ପ୍ରୋତ୍ସାହିତ କରିବାକୁ ଗ୍ରୁପ୍ର ସ୍ଥାୟୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି
ମୁମ୍ବାଇ: ଆଦିତ୍ୟ ବିର୍ଲା ଗ୍ରୁପ୍ ଭାରତର ଅନ୍ୟତମ…