ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଓ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ : ବିଜେଡି ପକ୍ଷରୁ ମହାକାଳପଡା ନିର୍ବାଚନ ସ୍ତରୀୟ ଜନସଂପର୍କ ପଦଯାତ୍ରା ଓ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାର୍ଶାଘାଇ ବଜାର ଜୁଣ ଛକରୁ ଏହି ପଦଯାତ୍ରା ବାହାରି ଦୀର୍ଘ ସମୟର…

ଗଣତନ୍ତ୍ର, ଗଣ ମାଧ୍ୟମ, ଗଣ ସାମ୍ବାଦିକ ମାନଙ୍କର ଅଭିବ୍ୟକ୍ତି ର ସ୍ୱାଧୀନତା ଏବଂ ବିରୋଧୀ ରାଜନେତା ମାନଙ୍କର…

ରାଉରକେଲା,(ବସନ୍ତ କୁମାର ଜେନା): ନରେନ୍ଦ୍ର ମୋଦି ସରକାର ଦେଶର ଗଣତନ୍ତ୍ର, ଗଣ ମାଧ୍ୟମ, ଗଣ ସାମ୍ବାଦିକ ଏବଂ ଭିନ୍ନମତ ପୋଷଣ କରୁଥିବା ବିରୋଧୀ ରାଜନେତା ମାନଙ୍କ ଉପରେ ନଗ୍ନ ଆକ୍ରମଣ ଆରମ୍ଭ କରିଛନ୍ତି l ଅକ୍ଟୋବର 3 ତାରିଖ ରେ ଦିଲ୍ଲୀସ୍ଥିତ "ନ୍ୟୁଜ କ୍ଲିକ" ଅନ ଲାଇନ ସମ୍ବାଦ ପତ୍ର ର…

ଜିଲ୍ଲାପାଳଙ୍କ ପଦ୍ମପୁର ଉପଖଣ୍ଡ ଗସ୍ତ : ବିକାଶ ମୂଳକ କାର୍ଯ୍ୟ ର କଲେ ସମୀକ୍ଷା

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି ଆଜି ପଦ୍ମପୁର ଉପଖଣ୍ଡକୁ ଗସ୍ତକରି ବିଭିନ୍ନ ବିକାଶମୂଳକ କାର୍ଯ୍ଯର ସମୀକ୍ଷା କରିଛନ୍ତି । ପ୍ରଥମେ ଜିଲ୍ଲାପାଳ ପାଇକମାଲ ବ୍ଲକର ଛେତଗାଁ ଠାରେ ସଂକଳ୍ପ ସପ୍ତାହରେ ଯୋଗ ଦେଇଥିଲେ। ଏହାପରେ ସେ ମାଣ୍ଡୋସିଲ 5T କଲେଜକୁ…

ମତ୍ସ୍ୟ ଓ ପ୍ରାଣୀ ସଂପଦର ମେଳା ଓ ପ୍ରଶିକ୍ଷଣ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ଼(ଲକ୍ଷ୍ମୀଧର ସାହୁ): ଜିଲ୍ଲାପାଳଙ୍କ ମିନି ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଆନୁକୂଲ୍ୟରେ ଆସନ୍ତା ନଭେମ୍ବର ୨୧ ଓ ୨୨ ତାରିଖରେ ଏକ ଦୁଇ ଦିନିଆ ମେଳା ଓ ପ୍ରଶିକ୍ଷଣ ଶିବିର ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ…

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଇଲେକ୍ଟ୍ରୋନିକସ ଆଣ୍ଡ କମ୍ୟୁନିକେସନ ବିଭାଗର ତିନି ଦିନିଆ କର୍ମଶାଳା ଉଦଯାପିତ

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଇଲେକ୍ଟ୍ରୋନିକସ ଆଣ୍ଡ କମ୍ୟୁନିକେସନ ବିଭାଗ ପକ୍ଷରୁ ତିନି ଦିନିଆ କର୍ମଶାଳା ଉଦଯାପିତ ହୋଇଯାଇଛି | ଏଥିରେ ବିଭାଗର ବିଭାଗୀୟ ମୁଖ୍ୟ ଡ଼ ବିଭୁ ପ୍ରସାଦ ଯୋଗ ଦେଇ କର୍ମଶାଳାର ଉପଦେୟତା ଓ ପ୍ରୟୋଗ ବିଷୟରେ…

ଗୁଣପୁର ଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ଵାନକ୍ରମେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର କୁମାର ଦାସଙ୍କ ନେତୃତ୍ୱରେ ଜନ ସେବା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହ ଦଳୀୟ ସଂଗଠନକୁ…

ଆଇନ ସାକ୍ଷରତା ଛାତ୍ରଛାତ୍ରୀଙ୍କ ଜିଲ୍ଲା କୋର୍ଟ ପରିଦର୍ଶନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଜିଲ୍ଲା ଏବଂ ଦୌରା ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ଜବାହାର ନବୋଦୟ ବିଦ୍ୟାଳୟ, ନୟାଗଡ଼ ଓ ଜାତୀୟ ସେବା ସଂସ୍ଥା ବହୁମୁଖୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ, ନବଘନପୁର, ଆଇନ ସାକ୍ଷରତା ଛାତ୍ର…

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଓଡିଶା ଆଦର୍ଶ ବିଦ୍ୟାଳୟରେ ଆଜି ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି . ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବ୍ରତ ସାମନ୍ତରାୟ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ୩୦୦ ରୁ…

ଜଗତସିଂହପୁର ସଦର ଥାନାରେ ବିଜୟ ଶଙ୍କର ଙ୍କ ନାମରେ ଏତଲା ଦେଲେ ବାନ୍ଧବୀ ସୋମାଲିକା

ଜଗତସିଂହପୁର ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କରଙ୍କ ବିବାଦ ବଢିବାରେ ଲାଗିଛି । କଟକ ସବରେଜିଷ୍ଟ୍ରାର ଅଫିସରେ ବିବାହ ପଞ୍ଜିକରଣ ପାଇଁ ଆବେଦନ କରିବା ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ବାନ୍ଧବୀ ସୋମାଲିକା ଏହାକୁ ନେଇ ନାନା ପ୍ରକାରର ପ୍ରଶ୍ନ ଉଠାଇଛନ୍ତି । ଆଉ ଏହି…

ସମ୍ବଲପୁର ଏବଂ ଗୁଣୁପୁର ମଧ୍ୟରେ ଟ୍ରେନ୍ ସେବା ପୁନଃଆରମ୍ଭ କରିବା ପାଇଁ ପୂର୍ବ ତଟ ରେଳପଥର ମହା ପ୍ରବନ୍ଧକଙ୍କୁ ଚିଠି…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଗକୁ ପାର୍ବଣ ଆସୁଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ଯାତ୍ରୀମାନଙ୍କ ପାଇଁ ବର୍ତ୍ତମାନ ମୁଖ୍ୟ ସମସ୍ୟା ପାଲଟିଛି ଟ୍ରେନ ଯୋଗାଯୋଗ । ସୂଚନା ମୁତାବକ ଝାରସୁଗୁଡା ନିକଟରେ ଟ୍ରେନର କିଛି ଟ୍ରାକ ମରାମତି କାମ ଯୋଗୁଁ ରାଉରକେଲାକୁ ଗୁଣୁପୁର ସହିତ…