କଟକ ର ପୁରୀ -ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡ଼ି ରେ ବିଶ୍ୱନାଥ ପଣ୍ଡିତ ଙ୍କ ସ୍ମୃତିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ

ଖର୍ଚ୍ଚ ହେବ ୩୦.୫୮ କୋଟି ଟଙ୍କା, ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରି ପାରିବେ ଛାତ୍ରଛାତ୍ରୀ . ଭୁବନେଶ୍ୱର:ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକର ପୁରୀ -ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡିଠାରେ ଏକ ଅତ୍ୟାଧୁନିକ…

ଚଳିତ ପାର୍ବଣ ଋତୁରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ

ଭୁବନେଶ୍ୱର: ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ…

ମତେ ବିଧାୟିକା ନଭାବି ନିଜର ଝିଅ ଆଉ ଭଉଣୀ ବୋଲି ଭାବନ୍ତୁ :- ବିଧାୟିକା ବର୍ଷା ସିଂ ବରିହା

ବରଗଡ :- ଗତ ଦୁଇ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ ଜନତା ଦଳ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସରକାର ଙ୍କର ବିଭିନ୍ ଉନ୍ନୟନ ମୁକଲ କାର୍ୟ୍ଯ ଓ ଯୋଜନା ବାବଦରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦଳର ନେତୃ ମଣ୍ଡଳୀ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି କ୍ରମରେ ଆଜି ପାଇକମାଲ…

ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ 175.5 କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଚଳିତ ବର୍ଷ ର ଅନୁଦାନ 351 କୋଟି ଟଙ୍କା କୁ ବୃଦ୍ଧି. ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ 175.5 କୋଟିର ଅତିରିକ୍ତ ଅନୁଦାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ…

ଜଗଦଲପୁର ଥାନା ରେ ନୂତନ ଆଇ. ଆଇ ସି ଙ୍କ ଦାୟିତ୍ୱ ଗ୍ରହଣ

ଝାରବନ୍ଧ -ମନୋହର ଦାଶ:  ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନାରେ ନୂତନ ଆଇ ଆଇ ସି ଭାବେ ଶ୍ରୀ ବିପିନ ବାଗ ଯୋଗ ଦେଇଛନ୍ତି l ପୂର୍ବ ଆଇ ଆଇ ସି ଶ୍ରୀମତୀ ସୁଷମା କୁଅଁର ଙ୍କ କୋରାପୁଟ ଜିଲ୍ଲାକୁ ବଦଳି ପରେ ଏହି ପଦବି ଖାଲି ଥିଲା l ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା…

ମୋବାଇଲ ଫୋନ ଯେତେ ଭଲ ସେତେ ମାରାତ୍ମକ

ସାଇବର କ୍ରାଇମ ଉପରେ ପୋଲିସ ର ସଚେତନତା କାର୍ଯ୍ୟକ୍ରମ ବରଗଡ :- ଏଥିରେ କୋଣସି ଦ୍ବିମତ ନାହିଁ ଆଜି ଆମ ଦେଶରେ ସ୍ମାର୍ଟଫୋନ ର ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ପାଉଛି । ଅନ୍ୟ ପ୍ରକାରେ କହିବାକୁ ଗଲେ ଆମ ଦେଶରେ ସ୍ମାର୍ଟଫୋନ ଓ ଇଣ୍ଟରନେଟ ବ୍ୟବହାର କାରୀ ଙ୍କର ସଂଖ୍ୟା ସର୍ବାଧିକ । ଏହି…

ଉଢୁରା ପଂଚାୟତରେ ବିଜେଡ଼ିର ପଦଯାତ୍ରା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଉଢୁରା ପଂଚାୟତରେ ବିଜେଡ଼ିର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି I ପ୍ରଥମେ ନୁଆଁ ଉଢୁରା ଏବଂ ପରେ ପୁରୁଣା ଉଢୁରାରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା I ନୂଆଁ ଉଢୁରା ଠାରେ ବଡ଼ ବୋର୍ସିଂଗ୍ ସରପଞ୍ଚ ତଥା ବ୍ଳକ୍ ବିଜେଡ଼ି ସଭାପତି ରାମେଶ୍ଵର…

କୃଷ୍ଣଚନ୍ଦ୍ରଙ୍କ ପାଇଁ ବିଏସକେୱାଇ କାର୍ଡରେ ହେଲା ଅର୍ଥ ବ୍ୟବସ୍ଥା

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପତ୍ନୀ ଭାଗ୍ୟଶ୍ରୀ ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅରବିନ୍ଦନଗର ନିବାସୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦୁଃଖ କଥା ଗଣମାଧ୍ୟମରୁ ଜାଣିବା ମାତ୍ରେ ରାଜ୍ୟ ବିଏସକେୱାଇ ଟିମ୍ ତରଫରୁ ତାଙ୍କର ସହାୟତା ପାଇଁ ତୁରନ୍ତ ପଦକ୍ଷେପ…

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କକୁ ମିଳିଲା ଜାତୀୟ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଜାତୀୟ ପୁରସ୍କାର ଲାଭ କରିଛିା ସମଗ୍ର ଦେଶରେ ଥିବା ସମବାୟ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଉତ୍ତମ ସେବା ଓ ପ୍ରଦର୍ଶନ ପାଇଁ ତୃତୀୟ ପୁରସ୍କାର ପାଇଛିା ଜାତୀୟ ରାଜ୍ୟ ସମବାୟ ବ୍ୟାଙ୍କ ମହାସଂଘ (ଏନ୍ଏଏଫ୍ଏସ୍ସିଓବି)…

ଗଣିତ ଓ ବିଜ୍ଞାନ ଶିକ୍ଷାକୁ ତ୍ୱରାନ୍ୱିତ କରାଯିିବ

‘ମୋ ସ୍କୁଲ’ ଓ ଖାନ୍ ଏକାଡେମୀ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ଭୁବନେଶ୍ୱର, ୦୭ା ୧୦: ବିଦ୍ୟାଳୟ ଓ ଗଣଶିକ୍ଷା ଅଧିନରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରର ଛାତ୍ରଛାତ୍ରୀମାନଙ୍କ ପାଇଁ ଆଉ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି ‘ମୋ ସ୍କୁଲ ଅଭିଯାନ’ । ଷଷ୍ଠରୁ ଦ୍ୱାଦଶ…