କୃଷକ ନେତା ରବି ପାଢିଙ୍କ ୮୦ ତମ ଜନ୍ମ ଜୟନ୍ତୀ ପାଳନ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: କୃଷକ ନେତା ରବି ପାଢିଙ୍କ ୮୦ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ପଣଷଗୁଡା ସ୍ଥିତ ସ୍ବାଭିମାନ ଛକରେ ଆଜି ଥିବା ସ୍ବର୍ଗତ ପାଢିଙ୍କ ସମେତ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ଦେଇ ସହରର ବହୁ ବ୍ଯକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ରବି ପାଢି ସ୍ମୃତି କମିଟି ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କମିଟିର ବରିଷ୍ଠ ସଦଶ୍ଯ ଲୋକନାଥ ପାଢି, ନୀଳମାଧବ ପାଢି, ପୌର ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ, ଅବସରପ୍ରାପ୍ତ ଅଧ୍ଯାପକ ଗଣେଶ ଶତପଥି, ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ନାୟକ, ରାମ ପଟ୍ଟନାୟକ, ନବ ନିର୍ମାଣ ସମିତିର ସଭାପତି ଅକ୍ଷୟ ଦାସ, ପ୍ରେସ କ୍ଲବ ର ସମ୍ପାଦକ ରାଧାକୃଷ୍ଣ ପଟ୍ଟନାୟକଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ଯକ୍ତି ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ।

 

Leave A Reply

Your email address will not be published.