ଜମନକିରା ୨୬/୨୩(ଲିପନ ନାଏକ )ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ତବଲାକଟା ବିଟ ଅଧିନସ୍ତ ଗୁଡାବାନ୍ଧୁଣି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ପଶି ଆସି ଶକୁନ୍ତଳା ମୁଣ୍ଡା ଙ୍କ ଘର ଭାଙ୍ଗି ଧାନ ଖାଇଯାଇଛି l ରାତି ସମୟରେ ଉକ୍ତ ସ୍ଥାନରେ ମୁଣ୍ଡା ରହି ନଥିବାବେଳେ ଅଳ୍ପକେ ବର୍ତ୍ତୀ ଯାଇଥିବା କହିଛନ୍ତି l ଏବେ ବିଭିନ୍ନ ସ୍ଥାନରେ ହାତୀ ଙ୍କ ଆତଙ୍କ ଦିଖିବାକୁ ମିଳୁଥିବା ବେଳେ ବନବିଭାଗ ନିରବଦ୍ରଷ୍ଟା ସାଜି ହୋଇ ରହିଥିବା ନେଇ ଲୋକଙ୍କ ମଧ୍ୟରେ ବନ ବିଭାଗ ପ୍ରତି ଆକ୍ରୋଶ ଦିଖିବାକୁ ମିଲୁଛି l ତୁରନ୍ତ ବନବିଭାଗ ପକ୍ଷରୁ ମୁଣ୍ଡା ଙ୍କୁ କ୍ଷତିପୂରଣ ଯୋଗାଇଦେବା ସହ ସହ ହାତୀ ଘଉଡ଼ାଇବା ପାଇ ଦାବୀ ହେଉଛି l
Sign in
Sign in
Recover your password.
A password will be e-mailed to you.
Next Post