ୱାଇସିଡିଏର ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ହୋଟେଲ ଗାର୍ଡେନ ଇନ୍ ପରିସର ରେ ବଲାଙ୍ଗୀର ର ୧୦୦ ରୁ ଉର୍ଧ ବୁଦ୍ଧିଜୀବୀ, ସମାଜସେବୀ, ସ୍ୱେଚ୍ଛାସେବୀ, ତଥା ଶିଶୁ ମାନଙ୍କୁ ଭଲ ପାଇଥିବା ବ୍ୟକ୍ତି ବିଶେଷ ଙ୍କୁ ନେଇ ଏକ ସୁରକ୍ଷା କାର୍ଯ୍ୟକ୍ରମ ପାଳନ କରଯାଇଥିଲା । ସାଧାରଣତଃ କ୍ଟବେର ୨ ରୁ କ୍ଟବେର ୮…

ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ସିବିଆଇ ଦ୍ୱାରା କରାଯାଉ : ମନମୋହନ ସାମଲ

ମମିତା ମେହେର ପରିବାରଙ୍କୁ ଭେଟିଲେ ରାଜ୍ୟ ସଭାପତି ହତ୍ୟାକାଣ୍ଡରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ସଠିକ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନୈତିକ ସାହସ ନାହିଁ ବଲାଙ୍ଗିର(ସନ୍ତୋଷ କୁମାର ଠାକୁର) ତା.୦୮/୧୦: ବହୁଚର୍ଚ୍ଚିତ…

ଡାବୁଗାଁ ରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ସଦ ଭାବନା ବୈଠକ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ୦୮/୧୦/୨୩ ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଦ୍ୱାରା ଏକ ସଦ୍ ଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ( ଆରଏସଏସ )ସମ୍ପର୍କ ପ୍ରମୁଖ…

ଆନ୍ଦୋଳନ ର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ମଧ୍ୟରେ

ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ୮/୧୦: ଦିର୍ଘ ଦିନ ବ୍ୟବଧାନ ପରେ ପୁଣି ଆନ୍ଦୋଳନ ର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ମଧ୍ୟରେ l ପ୍ରକାଶ ଥାଉକି, ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଗୋଟିଏ ମାତ୍ର ଦାବି ଗ୍ରେଡ ପେ ୪୨୦୦/- ପାଇଁ ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ…

ଭଞ୍ଜନଗରରେ ସାଇବର୍ ସୁରକ୍ଷା ସଚେତନତା ଅଭିଯାନ।

ଭଞ୍ଜନଗରରୁ (ଉଦୟନାଥ ପଣ୍ଡା): ଦେଶର ବିଭିନ୍ନ ରାଜ୍ୟରେ ତଥା ଆମ ରାଜ୍ୟ ଓଡ଼ିଶା ପ୍ରଦେଶ ରେ ଦିନକୁ ଦିନ ସାଇବର ଠକାମୀ ବଢ଼ିବାରେ ଲାଗିଛି। ଏହି ଠକାମୀ ର ଶିକାର ହୋଇ, ଅନେକ ସାଧାରଣ ଜନତା ନିଜର କଷ୍ଟ ଅର୍ଜିତ ଧନକୁ ନିମିସେକ ରେ ହରାଇ ଦେଉଛନ୍ତି। କାରଣ ସଚେତନତା ର ଅଭାବ। କୋମଳ ମତି ବାଳକ…

ସହଯୋଗ ପକ୍ଷରୁ ଉପ କାରାଗାରରେ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ l

ପଦ୍ମପୁର :- ସ୍ଥାନୀୟ ଉପ କାରାଗାରରେ ରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ "ସହଯୋଗ" ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଜେଲ ସୁପରିଟଣ୍ଡେଣ୍ଟ ଦଶମୀ ବାଗ, ଜେଲ ଡାକ୍ତର କୈଳାସଚନ୍ଦ୍ର ମେହେର ଅତିଥି ଭାବେ ଯୋଗ ଦେଇଥିଲେ l ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡଃ ପ୍ରଫୁଲ୍ଲ…

ଓଡିଶା ଶିକ୍ଷା ସେବା ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ଭୁବନେଶ୍ୱର-ତା.୦୮.୧୦.୨୦୨୩- ଓଡିଶା ଶିକ୍ଷା ସେବା (ଓ.ଇ.ଏସ ) ସଙ୍ଘର ଏକ ସାଧାରଣ ପରିଷଦ ବୈଠକ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ମାନଙ୍କୁ ଚୟନ କରାଯାଇଛି । ଶିକ୍ଷା ବିଭାଗର ବିଭିନ୍ନ ପଦବୀରେ କାର୍ଯ୍ୟ କରୁଥିବା 220 ଜଣ…

ଜେଏସପି ଫାଉଣ୍ଡେସନ ତାର ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ‘ମିଶନ ଜିରୋ ହଙ୍ଗର’ କୁ ବ୍ୟାପକ କରିବାକୁ ଘୋଷଣା କଲା ଯୋଜନା ।

ଫାଉଣ୍ଡେସନ ଲୋଡିଲା ସାମାଜିକ ସହାୟତା ଓ ସହଯୋଗ । ଭୁବନେଶ୍ୱର: ଏକ କ୍ଷୁଧାମୁକ୍ତ ଭାରତ ଗଠନ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ସାମାଜିକ ସଂଗଠନ ଜେଏସପି ଫାଉଣ୍ଡେସନ ଦୃଢ ସଂକଳ୍ପବଦ୍ଧ । ଏହି କ୍ରମରେ ଜେଏସପିର ସମ୍ମାନୀୟ ଅଧକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ କ୍ଷୁଧାମୁକ୍ତ ଭାରତ…

ବିଜେଡିର ଜନସମ୍ପର୍କ ପଦଯାତ୍ରା,ଘରେ ଘରେ ବିକାଶର ବାର୍ତ୍ତା

ଅସ୍ତରଙ୍ଗ/ଦୁଃଶାସନ ନାୟକ: ଅସ୍ତରଙ୍ଗ ବ୍ଲକର ଜୋନ ନଂ ୧ ରେ ଅସ୍ତରଙ୍ଗ, ପାଟଳଦା,ଛୁରିଅନା, କୋରଣା, ଶିଶୁଅ, ମାଣ୍ଡୁକି, ସରିପୁର, କେନ୍ଦ୍ରାପାଟି ପ୍ରଭୁତି ପଞ୍ଚାୟତ ଗୁଡିକରେ ରବିବାର ଦିନ ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା ଆରମ୍ଭ ହୋଇଛି।ଅସ୍ତରଙ୍ଗ ସ୍ଥିତ ସୁରେନ୍ଦ୍ର ନାଥ ନାୟକଙ୍କ…

ବାଣପୁର ବ୍ଲକରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ l

ବାଣପୁର:(ସେକ୍ କୌସର)ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ କୃତିବାସ ଭବନରେ ବିଜୁ ଯୁବ ଛାତ୍ରଜନତାଦଳର ତତ୍ୱାବଧାନରେ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି ।ଏହି ଶିବିରକୁ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ଦିପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ…