ନବରଙ୍ଗପୁର ଜିଲ୍ଲା ମିଲ ଶ୍ରମିକ ସଂଗଠନ ଗଠିତ
ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ : ନବରଙ୍ଗପୁର ଜିଲ୍ଲା ଯେଟୁଗୁଡା ଠାରେ ନବରଙ୍ଗପୁର ଜିଲ୍ଲା ମିଲ ଶ୍ରମିକ ସଂଘ ଗଠିତ ହୋଇଯାଇଛି l ଏହି କମିଟି ଜିଲ୍ଲାର ମିଲ ଡ୍ରାଇଭର, ହେଲପେର, କୁଲି, ଖଲାସୀ ମାନଙ୍କୁ ନେଇ ଗଠିତ ହେଇଛି l ଜିଲ୍ଲାର ସମସ୍ତ ରାଇସ ମିଲ, କାଜୁ ମିଲ ଏବଂ ଚୁଡା ମିଲର…