ଗୋବରା ଗାନ୍ଧୀ ବାଞ୍ଛାନିଧି ପଟ୍ଟନାୟକଙ୍କ 123 ତମ ଜନ୍ମଜୟନ୍ତୀ ପାଳନ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ଅଞ୍ଚଳର ଗାନ୍ଧୀ ଭାବେ ପରିଚିତ ଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବାଞ୍ଚାନିଧି ପଟ୍ଟନାୟକଙ୍କର 123 ତମ ଜନ୍ମ ଜୟନ୍ତୀ ସ୍ମୃତି କମିଟି ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ୱଭାରତୀ ପରିସରରେ ପାଳିତ ହୋଇଯାଇଛି…