ଦୁଆରସୁଣୀ ଘାଟି ରାସ୍ତାରେ ଟ୍ରକ୍ ତଳେ ଚାପି ହୋଇ ୨ ଜଣ ମହିଳାଙ୍କ ମୃତ୍ୟୁ। ଘାଟି ପାଲଟିଛି ମରଣଯନ୍ତା।।।।।।

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ଶାସକ ପ୍ରଶାସକ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ୪୯ ନମ୍ବର ଜାତୀୟ ରାଜପଥ ମାଆ ଦୁଆରସୁଣୀ ଘାଟି ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ବେଙ୍ଗଲ ରାଜ୍ୟର ପଶ୍ଚିମ ମେଦନାପୂର୍ ଅଂଚଳରୁ ଏକ OD 01 9922 ନମ୍ବର…

ମହିଳା ସ୍ନାତକ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ପାଠଚକ୍ର ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ରୀନା ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ…

ଦୁଇ ଦିନିଆ କେନ୍ଦ୍ରୀୟ ଯୋଜନା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

https://youtu.be/d96m7Gm73gs ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟ ବ୍ରହ୍ମପୁର ଶାଖା ତରଫରୁ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗତ ଦୁଇ ଦିନ ତଥା ୧୬ ଏବଂ ୧୭…

ଗୁଣୁପୁର ଠାରେ ରବିପାଢି ଙ୍କ ପୂଣ୍ଯତିଥିରେ କୃଷକଙ୍କ ସମ୍ବର୍ଦ୍ଧିତ

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ଅଗ୍ରଣୀ କୃଷକ ତଥା ବିଜୁବାବୁଙ୍କ ଏକାନ୍ତ ପଟଶିଷ୍ଯ ସ୍ବର୍ଗତ ରବିପାଢି ଙ୍କ ତୃତିୟ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି। ସ୍ଥାନୀୟ ପଣଷଗୁଡା ସ୍ବାଭିମାନ ଛକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛକରେ ସ୍ଥାପିତ ହୋଇଥିବା ସ୍ବର୍ଗତ ପାଢି ଓ ବିଜୁ…

ଜିଲ୍ଲାପାଳଙ୍କୁ ଭେଟିଲେ ଏନୱାଇ ଜାତୀୟ ଯୁବ ମୟୁରଭଞ୍ଜ ୟୁନିଟ ସଦସ୍ୟ

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର - ଆଜି ଏନୱାଇପି ସଂଗଠନର ସଦସ୍ୟ ଜିଲ୍ଲାପାଳଙ୍କୁ ଭେଟି ମୟୂରଭଞ୍ଜ ଜିଲ୍ଲାରେ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଅନୁମତି ଓ ସୂଚନାପତ୍ର ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମହାତ୍ମାଗାନ୍ଧୀଙ୍କ ଦିଗଦର୍ଶନରେ ଆଜୀବନ ଦେଶର ସେବା କରିଥିବା,…

ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଭକ୍ତ ସମାଜ ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକ…

 (ନିଶ୍ଚିନ୍ତକୋଇଲି-ଶାସକପ୍ରଶାସକ):  ମାଳିକା ପ୍ରସିଦ୍ଧ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପ୍ରସିଦ୍ଧ ପଦ୍ମବନ ପୀଠ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ପୀଠର ଉନ୍ନତିକରଣ ନିମନ୍ତେ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 23 କୋଟି 3 ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି…

ଗଜପତି ମହୋତ୍ସବ -୨୦୨୩ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଗଜପତି ମହୋତ୍ସବ-୨୦୨୩ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାର ଲୋକ କଳା ସାଂସ୍କୃତିକ ଉତ୍ସବକୁ ସୁରୁଖୁରୁରେ ତୁଲାଇବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ…

ମାଁ ଦୁର୍ଗା ଙ୍କର କଲସଯାତ୍ରା: କଲସଯାତ୍ରା ଅଵସର ରେ ଝିଅ ଜ୍ୱାଇଁ ଙ୍କୁ ଭବ୍ୟ ସ୍ୱାଗତ

ବରଗଡ଼ :- ଗତ 26 ବର୍ଷ ହେଲା ପାଇକମାଲ ବ୍ଲକ ନୃସିଂହନାଥ ନିକଟସ୍ଥ ଜର୍ଜଗଡ଼ ଗ୍ରାମରେ ମାଁ ଜଗତଜନନୀ ଦୁର୍ଗା ଙ୍କର ଶାରଦୀୟ ପୂଜା ପୂର୍ଣ ଶ୍ରଦ୍ଧା ଓ ଭକ୍ତି ପୂର୍ଣ ପରିବେଶ ରେ ହୋଇ ଆସୁଛି । ଦୂର୍ଗା ପୂଜା ସମୟ ରେ ମହାପ୍ରଭୁ ନୃସିଂହନାଥ ଙ୍କର ଦର୍ଶନ ପାଇଁ ହେଉ କି ବିଶ୍ୱ ପ୍ରସିଦ୍ଧ…

ଚିନ୍ମୟ ବିଦ୍ୟାଳୟରେ ମାତୃପୂଜା

ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର ୭ସ୍ଥିତ ଓଡ଼ିଆ ମାଧ୍ୟମ ଚିନ୍ମୟ ବିଦ୍ୟାଳୟ ଠାରେ ମାତୃ ପୂଜା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଇ ସୁଜାତା ଙ୍କ ଅଧ୍ୟକ୍ଷତା ଓ ରାଉରକେଲା ଚିନ୍ମୟ ମିଶନର ଆଚାର୍ଯ୍ୟ ପୂଜ୍ୟ ସ୍ବାମୀ ଅରୂପାନନ୍ଦଜୀ ଙ୍କ ପ୍ରତ୍ୟକ୍ଷ…

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ତ୍ରିଦିବସୀୟ ବାର୍ଷିକ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା,(ବସନ୍ତ କୁମାର ଜେନା ): ଚଳିତ ମାସ ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ତ୍ରିଦିବସୀୟ ବାର୍ଷିକ ଖେଳ କୁଦ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ଥିବା ମିନି ଷ୍ଟାଡିୟମ୍‌ ପରିସରରେ ଆୟୋଜିତ…