ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ସକାଶେ ଗଡ଼ିଲା ଶ୍ରୀ ଜଗନ୍ନାଥ ରଥ
ଭବାନୀପାଟଣା (ରୋହିତ କୁମାର ନାଏକ) ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମାବେଶ ବହୁ ଆଡମ୍ବର ସହକାରେ ପାଳିତ ହବ l ଏନେଇ କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରି ଙ୍କ ତତ୍ତ୍ୱବଧାନରେ ଜଗନ୍ନାଥ ଙ୍କ ପରିକ୍ରମା ପ୍ରକଳ୍ପ ନିମନ୍ତେ ଶ୍ରୀ…