ପ୍ରଧାନମନ୍ତ୍ରୀ ଜନଜାତି ପାଇଁ ଅକ୍ଳାନ୍ତ ପରିଶ୍ରମ କରିଆସିଛନ୍ତି: ବୈଜୟନ୍ତ ପଣ୍ଡା
ଭୁବନେଶ୍ବର “ମନ୍ କି ବାତ୍" କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା
ଭୁବନେଶ୍ବର, ୨୯।୧୦- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି ଭୁବନେଶ୍ବର ଠାରେ ନିଜ ୱାର୍ଡ ବନର୍ଦୁଗା ମଣ୍ଡଳ ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୬ ତମ “ମନ୍…