ଗୁଣପୁର ଉପଖଣ୍ଡର ପ୍ରଥମ ମହିଳା ଆଇଏଏସ ଉପ ଜିଲ୍ଲାପାଳ କିରଣଦୀପଙ୍କ ଦାୟିତ୍ୱ ଗ୍ରହଣ, ପ୍ରେସ ୟୁନିୟନ ଗୁଣପୁର ପକ୍ଷରୁ…
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡର ପ୍ରଥମ ମହିଳା ଆଇଏସ ଅଧିକାରୀ କୀରଣଦୀପ କୌର ସାହୋତା ଆଜି ଉପ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ବିଦାୟୀ ଉପ ଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । କାର୍ଯ୍ୟରେ…