ବୈଶ୍ୟ କୁଳ ଦେବୀ ମା କନ୍ୟକା ପରମେଶ୍ବରୀଙ୍କ ମନ୍ଦିରର 25 ତମ ବାର୍ଷିକୀ ଉତ୍ସବ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବୈଶ୍ୟ ସଂଘ ପକ୍ଷରୁ ଗୁଣପୁରରେ ପ୍ରତିଷ୍ଠିତ ଶ୍ରୀ କନ୍ୟକା ପରମେଶ୍ଵରୀ ଙ୍କ ମନ୍ଦିରର 25 ତମ ବାର୍ଷିକୀ ଉତ୍ସବ ଆଜି ଅନୁଷ୍ଠିତ ହୋଇ ଯାଇଛି । ଏ ଅବସରରେ ସକାଳ ସମୟରୁ ଦିନ ତମାମ ପଞ୍ଚାମୃତ ସ୍ନାନ, ଅଭିଷେକ , କୁଙ୍କୁମ ପୂଜା , ହୋମ ଆଦି ଅନୁଷ୍ଠିତ କରାଇ…