ବିଷ ଓଗାଳିଲେ ଶଙ୍କରାଚାର୍ଯ୍ୟ : କହିଲେ ” ମୁଁ ମାଉ ବା ଖାଉ ହୋଇଥିଲେ ଶାସନତନ୍ତ୍ର ମୋ ସହ ସମ୍ପର୍କ…
ପୁରୀ :ଅନେକଦିନର ନୀରବତା ପରେ ମୁହଁ ଖୋଲିଛନ୍ତି ପୁରୀ ଗୋବର୍ଧନ ପୀଠ ଶଙ୍କରାଚାର୍ଯ୍ୟ| ସରକାର, ପୁରୀ ଶ୍ରୀମନ୍ଦିର ପ୍ରଶାସନ ସମେତ ସମୁଦାୟ ଶାସନ ତନ୍ତ୍ର ବିରୋଧରେ ପ୍ରକାର କରିଛନ୍ତି କ୍ଷୋଭ | ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ସମ୍ପର୍କରେ ମୋ ସହ ଗୁପ୍ତ ବା ପ୍ରକଟରେ କୌଣସି…