ବିଜେପି ର ଗାଁ କୁ ଚାଲ ଅଭିଯାନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୩/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ବୋରିଗାଁ ମଣ୍ଡଳ ତରଫରୁ ବିଜେପି ର ଗାଁ କୁ ଚାଲ ଅଭିଯାନ ର ଶୁଭାରମ୍ଭ ହୋଇଛି। ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ବୋରିଗାଁ ମଣ୍ଡଳ ଅନ୍ତର୍ଗତ…