“ପଣ୍ଡ ଆଶ ବ୍ରିକ୍ସ ଟେକ୍ନୋଲୋଜି ଉପରେ ତାଲିମ ଏବଂ ପ୍ରଦର୍ଶନ”ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା ଆୟୋଜିତ
ଭୁବନେଶ୍ୱର: ସିଏସଆଇଆର - ଆଇଏମଏମଟି ଏହାର ହୀରକ ଜୟନ୍ତୀ ବର୍ଷ ଅବସରରେ ସିଏସଆଇଆର ଇଣ୍ଟିଗ୍ରେଟେଡ୍ ସ୍କିଲ୍ ପଦକ୍ଷେପ ଅଧୀନରେ “ପଣ୍ଡ ଆଶ ବ୍ରିକ୍ସ ଟେକ୍ନୋଲୋଜି ଉପରେ ତାଲିମ ଏବଂ ପ୍ରଦର୍ଶନ” ସମ୍ବନ୍ଧୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି |ପଣ୍ଡ ଆଶ ବ୍ରିକ୍ସ ଟେକ୍ନୋଲୋଜି…