ଭିମସାର ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଡାଇରିଆ ଆକ୍ରାନ୍ତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
୨୫ ବର୍ଷ ଶାସନରେ ରାଉରକେଲା ପରେ ହୀରାକୁଦରେ ଡାଇରିଆ ବ୍ୟାପିବା କ’ଣ ରୂପାନ୍ତରଣ ? - ଧର୍ମେନ୍ଦ୍ର ପ୍ରଧାନ
• ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ • ହୀରାକୁଦରେ ଲୋକଙ୍କୁ ସ୍ୱଚ୍ଛ ପିଇବା ପାଣି ନମିଳିବା ଓ ଶତାଧିକ ଲୋକମାନେ ଡାଇରିଆ ଦ୍ୱାରା ପୀଡିତ…