ଚୋରା ମଦ ବୋଝେଇ ଗାଡ଼ି ଉପରେ ଚଢ଼ାଉ: ୫୦ରୁ ଅଧିକ ପେଟି ବିଦେଶୀ ମଦ ଜବତ।
ବସ୍ତା ୧/୭:ବାଲେଶ୍ୱର ଜିଲ୍ଲାର ରୁପ୍ସା ଥାନା ଅନ୍ତ ର୍ଗତ ହୀରାପୁର ଅଞ୍ଚଳରୁ ବିଳମ୍ବିତ ରାତିରେ ଚୋରା ମଦ କାର ବାର ବିରୋଧରେ ଏକ ବଡ଼ ଧରଣର ସଫଳ ଚଢ଼ାଉ କରା ଯାଇଛି। ରୁପ୍ସା ପୋଲିସ ଓ ବସ୍ତା ଅବକାରୀ ବିଭାଗର ମିଳିତ ଅଭିଯାନରେ ଏକ ଚୋରା ମଦ ବୋଝେଇ ଗାଡ଼ିକୁ ଜବତ କରାଯିବା ସହ ସେଥିରୁ ୫୦ରୁ…