ଜଗନ୍ନାଥ ମନ୍ଦିର ପରିକ୍ରମା ଲୋକାର୍ପଣ ଅବସରରେ ବେଲଗୁଣ୍ଠାରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ

କୁମାର ବାପି ଏବଂ ଶୈଳଭାମା ଭଜନରେ ଭକ୍ତିମୟ ପରିବେଶ ସୃଷ୍ଟି ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବୁଧବାର ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପରିକ୍ରମା ଉପଲକ୍ଷେ ସାରା ଓଡ଼ିଶା ଉତ୍ସବମୟ ହୋଇ ଉଠିଥିଲା I ଏହି ଅବସରରେ ମନ୍ଦିରମାଳିନୀ ସହର ବେଲଗୁଣ୍ଠାରେ ମଧ୍ୟ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ…

“ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ” ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ନୂଆ-ଓ ଓଡ଼ିଆ ସାହିତ୍ୟ…

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଅଞ୍ଚଳ ମହାବିଦ୍ୟାଳୟ ସମ୍ମେଳନ ପ୍ରକୋଷ୍ଠରେ "ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ର ଆୟୋଜନ", ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, "ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା ଉପଲକ୍ଷେ ତିନୋଟି ଭିତ୍ତିପ୍ରବନ୍ଧ ପାଠ କରାଯାଇଛି। ପ୍ରବନ୍ଧ ଗୁଡ଼ିକ ଯଥାକ୍ରମେ (୧)…

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା ଆରମ୍ଭ: ଲକ୍ଷ୍ମୀ ଯୋଜନାରେ ଆରମ୍ଭ ହେଲା ଏହି ସେବା

୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ଚାଲିବ ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରୁ ବସ୍‌ସେବା ଆରମ୍ଭ ହେଲା ଜିଲ୍ଲା ସଦରମହକୁମାରୁ ଭୁବନେଶ୍ଵର ଦେଇ ମହାପ୍ରଭୁଙ୍କ ଧାମ ପୁରୀକୁ ଯିବ ବସ୍‌ ଲକ୍ଷ୍ମୀ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ୍‌ର…

ନୂଆ- ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟନୀ ଉତ୍ସବ,

 ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ନୂଆ -ଓ ସାହିତ୍ୟ ପ୍ରତିଯୋଗିତା ଉଦ୍ଘାଟନ କାର୍ଯ୍ୟକ୍ରମ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କରାଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଲନ

ପଦ୍ମପୁର : କ୍ଷୁଦ୍ର ଜଳ ସେଚନ ବିଭାଜନ ପଦ୍ମପୁର ଆନୁକୁଲ୍ୟରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଲନ ହୋଇ ଯାଇଛି ।ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଆମର ରାଜ୍ୟ ସରକାର କୃଷି ଓ କୃଷକ ଙ୍କ ପାଇଁ ଆମ…

ସମଲେଇ ମନ୍ଦିର ପ୍ରକଳ୍ପର ଶୁଭ ଲୋକାର୍ପଣ ନିମନ୍ତେ ମା ଶାରଳା ଙ୍କ ମନ୍ଦିର କୁ ଆସିଲା ନିମନ୍ତ୍ରଣ ପତ୍ର

ଜଗତସିଂହପୁର, ତା-୧୮/୦୧/୨୦୨୪ ରିଖ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଙ୍କୁ ସମଲେଇ ମନ୍ଦିର ପ୍ରକଳ୍ପର ଲୋକାର୍ପଣ ଉତ୍ସବ ନିମିତ୍ତ ନିମନ୍ତ୍ରଣ ପତ୍ର ନେଇ ଆସିଛନ୍ତି ଶ୍ରୀ ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ।ଏହି ନିମନ୍ତ୍ରଣ ପର୍ବ ନିମନ୍ତେ…

ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଉଦଘାଟିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଗୁରୁବାର ଦିନ ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଉଦାଘାଟନୀ ଉତ୍ସବ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ଅଧ୍ୟକ୍ଷତାରେ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଚାଳନା କମିଟିର ସଭାପତି…

ଜଗତସିଂହପୁର ରେ ଉଦଘାଟିତ ହେଲା ନୂଆ ଓ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା

ଜଗତସିଂହପୁର,ତା-୧୮.୦୧.୨୦୨୪/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଜିଲ୍ଲା ରେ ନୂଆ ଓ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା, ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ…

ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଜିଲ୍ଲା ବ୍ୟାପି ବୁଲିବ ୧୪ଗୋଟି ଇଭିଏମ୍ ସଚେତନତା ରଥ ଇଭିଏମ୍-ଭିଭିପାଟ ବ୍ୟବହାର ଉପରେ ସଚେତନ କରିବ ଭବାନୀପାଟଣା,୧୮/୦୧/୨୪-ଇଭିଏମ୍, ଭିଭିପାଟରେ ପ୍ରଦତ୍ତ ମତଦାନ ବୃଥା ଯାଏନାହିଁ। ଇଭିଏମ ମାଧ୍ୟମରେ ୧୧୨ କୋଟିରୁ ଉର୍ଦ୍ଧ୍ବ ମତଦାତା ୨୬ଟି ବିଧାନସଭା, ଗୋଟିଏ ଲୋକସଭା…

୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ

ଗୁଲବର୍ଗା ସିଟି ଇଲେଭେନ କୁ ହରାଇ ବାପୁଜୀ କ୍ରିକେଟ କ୍ଲବ ଭୁବନେଶ୍ୱର ସେମିଫାଇନାଲ ରେ ପ୍ରବେଶ  ବରଗଡ଼/ପଦ୍ମପୁର (୧୮.୧.୨୦୨୪) - ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ବୋରାସମ୍ବର ସ୍ପୋଟିଙ୍ଗ ଦ୍ବାରା ଆୟୋଜିତ ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଆଜି ଗ୍ରୁପ…