କାର୍ଯ୍ୟରତ ଗୃହରକ୍ଷୀଙ୍କ ଉପରେ ଚଢ଼ି ଗଲା କାର
ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ(ଶାସକ ପ୍ରଶାସକ)ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ବମ୍ବେଇଛକ ଠାରେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା । ଭାରଶ୍ୟାମ ହରାଇ ଗୃହରକ୍ଷୀ ଙ୍କୁ ଧୋକା ଦେଲା କାର, ଗୁରୁତର ହେଲେ ଗୃହରକ୍ଷୀ ଜିବନ ମରଣ ସହିତ କରୁଛନ୍ତି ଲଢେଇ। ସୂଚନା ଅନୁଯାଇ JH…