ବିକାଶ ଓ ଶାନ୍ତି ପାଇଁ ନୂଆ ଚେହେରା ଚାହୁଁଛି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ

ଏଥର ଟିକେଟ ମିଳିଲେ ବିରୋଧରେ ମତଦାନ କରିବାକୁ ଚେତାବନୀ ଭୋଟ ଯେତିକି ପାଖଉଚି, ଢେଙ୍କାନାଳ ଜିଲ୍ଲାରେ ରାଜନୈତିକ ଉସ୍ମତା ସେତିକି ବଢ଼ିବାରେ ଲାଗିଛି | ଲୋକଙ୍କ ସ୍ୱାର୍ଥ ପ୍ରତି ବିମୁଖ ରହି ନିଜ ବ୍ୟବସାୟ ଓ ନିଜ ସ୍ୱାର୍ଥରେ ବ୍ୟସ୍ତ ଥିବା ପ୍ରାର୍ଥୀ ବା ବିଧାୟକଙ୍କୁ ପ୍ରତ୍ୟାଖ୍ୟାନ…

ବଡଦେଓ ଜଙ୍ଘା ଲିଙ୍ଗା ଙ୍କ ବାର୍ଷିକ ପୂଜା ସମ୍ପନ୍ନ

ଜମନକିରା ୨୧/୦୧/୨୪ (ଲିପନ ନାଏକ ) ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ନୁଆଁଡ଼ିହି ଗୁଡ଼ି ରେ ଶୁକ୍ରବାର ଆଦିମ ଆଦିବାସୀ ଗୋଣ୍ଡ ସମାଜ ର ଇଷ୍ଟ ଦେବତା ଜଙ୍ଗା ଲିଙ୍ଗା ଙ୍କ ବାର୍ଷିକ ପୂଜା ସମ୍ପନ ହୋଇଯାଇଛି l କମିଟି ର ସଭାପତି ତଥା ବଡ଼ମାଳ ସରପଞ୍ଚ ନରେଶଚନ୍ଦ୍ର ନାଏକ ଓ ଉପସଭାପତି, କୋଷାଧକ୍ଷ…

ପଦ୍ମପୁର ର ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ l

ବର୍ତମାନ ର ଗନ୍ଧମାର୍ଦନ ପାହାଡ଼ ଦେଶରେ ୪୧୭ଗୋଟି ଗ୍ରାମ କୁ ନେଇ ‌ ଗଢି ଉଠିଥିଲା ବୋଡା ସମ୍ବର ଅଞ୍ଚଳ lଆୟତନ ଦୃଷ୍ଟି ରୁ ଏହା ସମ୍ବଲପୁର ଅଠର ଗଡ଼ ରାଜ୍ୟ ମଧ୍ୟ ରେ ସର୍ବ ବୃହତ ଅଞ୍ଚଳ ଥିଲା। ସ୍ବାଧିନତା ପରେ ନବ ଗଠିତ ପଦ୍ମପୁର ଉପଖଣ୍ଡ ବୋଡା ସମ୍ବର ରାଜ୍ୟ ର ଅନ୍ତର୍ଭକ୍ତ ଥିଲା lକଳା…

ପ୍ରସାଦ ହରିଚନ୍ଦନ “ଦେଶ ପାଇଁ ଦାନ” ଅଭିଯାନର ଅଧ୍ୟକ୍ଷ

ଭୁବନେଶ୍ୱର -ତା ୨୧/୧/୨୪ ରିଖ :-ସାରା ଓଡ଼ିଶାରେ "ଦେଶ ପାଇଁ ଦାନ" ଅଭିଯାନର କାର୍ଯ୍ୟକ୍ରମକୁ ସୁଗମ ଏବଂ ସଫଳ କରିବା ପାଇଁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସୁପାରିଶକୁ ଏଆଇସିସି ଅନୁମୋଦନ କରି ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କୁ ଉକ୍ତ କମିଟିର ଅଧ୍ୟକ୍ଷ ଭାବେ…

ଲୋକସଭା ଏବଂ ବିଧାନସଭା ସଂଯୋଜକଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ପରିଚାଳନା ପାଇଁ କମିଟି ଗଠନ

ଭୁବନେଶ୍ୱର-ତା ୨୧/୧/୨୪ ରିଖ:-ଜାନୁୟାରୀ ୨୩,୨୦୨୪ ଏବଂ ଜାନୁୟାରୀ ୨୫, ୨୦୨୪ ରେ ଭୁବନେଶ୍ୱରରେ ଲୋକସଭା ଏବଂ ବିଧାନସଭା ସଂଯୋଜକଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ପରିଚାଳନା ପାଇଁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ ୬ ଜଣିଆ କମିଟି ଗଠନ କରିଛନ୍ତି।ଉକ୍ତ କମିଟିକୁ ଏଆଇସିସି ପକ୍ଷରୁ…

ଓଡିଶା ପାଇଁ ଦୁଇଜଣଙ୍କୁ ସହପ୍ରଭାରୀ ଭାବେ ନିଯୁକ୍ତ କଲା ଏଆଇସିସି

ଭୁବନେଶ୍ୱର-ତା୨୦/୧/୨୪ରିଖ-ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଦୁଇଜଣ ଏଆଇସିସି ସମ୍ପାଦକ ଶ୍ରୀ ଖ୍ରୀଷ୍ଟଫର ତିଲକ ଓ ଶ୍ରୀ ମହମ୍ମଦ ସାହାନବାଜ ଚୌଧୁରୀ ଙ୍କୁ ଓଡିଶାର ସହ ପ୍ରଭାରୀ ଭାବରେ ନିଯୁକ୍ତ ପ୍ରଦାନ କରିଛନ୍ତି ବୋଲି ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ)…

ଏନ୍ଆଇଟି ରାଉରକେଲାର ୨୧ତମ ସମାବର୍ତ୍ତନ ସମାରୋହରେ ୧,୯୮୮ ଡିଗ୍ରୀଧାରୀ ସମ୍ମାନୀତ

ରାଉରକେଲା,(ବସନ୍ତ କୁମାର ଜେନା):  ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରାଉରକେଲା (ଏନ୍ଆଇଟି ରାଉରକେଲା)ର ୨୧ତମ ସମାବର୍ତ୍ତନ ସମାରୋହ ପାଳନ କରାଯାଇଛି, ଯେଉଁଠି ୧,୯୮୮ ଜଣ ସ୍ନାତକ ହାସଲ କରିଥିବା ଛାତ୍ରଛାତ୍ରୀକୁ (୪୫୭ ଛାତ୍ରୀ ଓ ୧୫୩୧ ଛାତ୍ର) ସମ୍ମାନୀତ କରାଯାଇଛି । କିଛି…

ଅଞ୍ଚଳ ମହାବିଦ୍ୟାଳୟ ରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

 ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଅଞ୍ଚଳ ମହାବିଦ୍ୟାଳୟର ମଞ୍ଚରେ ଗୀତ, ନୃତ୍ୟ ଏବଂ ନାଟକ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଯାଇଛି। କକ୍ଷ ନମ୍ବର ୦୧ ଓ କକ୍ଷ ନମ୍ୱର ୦୨ ରେ ହସ୍ତାକ୍ଷର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯକ୍ରମକୁ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ଙ୍କ ନିର୍ଦ୍ଦେଶ…

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ “ନୂଆଁ-ଓ” ଓ “ଓଡ଼ିଆ ସାହିତ୍ୟ”…

 ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ "ନୂଆଁ-ଓ" ଓ "ଓଡ଼ିଆ ସାହିତ୍ୟ" ପ୍ରତିଯୋଗିତା ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଉଚ୍ଚ…