ଯୁବପିଢୀ ଆଜି ବିଶ୍ୱାୟନ ରୀତିକୁ ଆପଣାଇବାକୁ ଚାହାନ୍ତି ତାହା ଠିକ୍ କିନ୍ତୁ ମାତୃଭାଷାକୁ ସମ୍ମାନ ଦେବା ଅତ୍ୟନ୍ତ ଜରୁରୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ୮୯ତମ ଓଡ଼ିଶା ଦିବସ ଉତ୍କଳ ହିତୈଷିଣୀ ସମାଜ , ସ୍ଵାମୀ ବିବେକାନନ୍ଦ ଲୋକସଂସଦ , ପାରଳା ସମ୍ବାଦ ସାହିତ୍ୟ ଘର ମିଳିତ ସହଯୋଗରେ ପାଳନ ହୋଇଯାଇଛି। ଭାରତଭୂଷଣ ମହାନ୍ତି ସଭାପତିତ୍ବରେ ଅନୁଷ୍ଠିତ…