ବସୁଧା ଯୋଜନା ଗଲା କୁଆଡେ

ଯନ୍ତ୍ରୀ ଠିକାଦାର ଭାଙ୍ଗି ନେଇଗଲେ ପମ୍ପ ହାଉସ, ଚୁଆପାଣିକୁ ଭରସା କଲେ ଚେରଙ୍ଗପାଇ ଗ୍ରାମବାସୀ। ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ୱାଧୀନତା ର 77 ବର୍ଷ ବିତିଗଲା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ହଜାର ହଜାର କୋଟି ଟଙ୍କା ବ୍ୟୟରେ ମାଳ ମାଳ ଯୋଜନାମାନ ହେଉଛି। ଜଳ ହିଁ ଜୀବନ…

ବେଦାନ୍ତ କମ୍ପାନୀରୁ ଲକ୍ଷାଧିକ ଟଙ୍କାର ତମ୍ଵା ଚୋରି କରିବା ମହଙ୍ଗା ପଡିଲା,

୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ମୁନିଗୁଡା ପୋଲିସ। ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ଦୁଇଦିନ ହେଵ ସଫଳତା ପରେ ସଫଳତା ମିଳି ଚାଲିଛି। ଗୋଟେ ଦିନ ପୁର୍ବରୁ ୫ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଅତି ଚତୁରତା ସହିତ କାବୁ କରି କୋର୍ଟ ଚାଲାଣ…

ରାମକୃଷ୍ଣପୁର ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ : ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ବିଧାୟକ…

 ନିଶ୍ଚିନ୍ତକୋଇଲି ବ୍ଳକ ରାମକୃଷ୍ଣପୁର ପଂଚାୟତ ପରିସରରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସରପଞ୍ଚ ଭାରତୀ ସାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ବ୍ଳକ ଉପାଧ୍ଯକ୍ଷ ଅଶୋକ କୁମାର ଓଝାଙ୍କ ସଂଯୋଜନାରେ ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ…

ଯୁବ ଓଡ଼ିଶା, ନୂଆ ଓଡ଼ିଶା କାର୍ଯ୍ୟକ୍ରମରେ ଉତ୍ସାହିତ ହୋଇଛନ୍ତି ଛାତ୍ରଛାତ୍ରୀ – ବର୍ଷା ସିଂ ବରିହା

ପଦ୍ମପୁର :—ଯୁବ ଓଡ଼ିଶା , ନୂଆ ଓଡ଼ିଶା କାର୍ଯ୍ୟକ୍ରମ କୁ ନେଇ ପ୍ରତ୍ୟେକ କଲେଜ ର ଛାତ୍ରଛାତ୍ରୀ ଅଧିକ ରୁ ଅଧିକ ଉତ୍ସାହିତ ହୋଇଥିବାରୁ ଆଗାମୀ ଦିନରେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ବୋଲି କହିଛନ୍ତି ବିଧାୟିକା ବର୍ଷା ସିଂ ବରିହା । ସରକାର ଙ୍କ ବିକାଶ ମୂଳକ ଯୋଜନା ଶିକ୍ଷା…

ବୁହାଳୋ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଵିକାଶମୂଳକ ଯୋଜନା ମାଧ୍ୟମରେ ପଞ୍ଚାୟତର ଵିକାଶ ସମ୍ଭବ ହୋଇପାରିଛି - ବିଧାୟକ ପ୍ରତାପ ଜେନା l  (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ବୁହାଳୋ ପଂଚାୟତ ଗୋଲଡ଼େନ କ୍ଲବ ନିକଟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ…

ରବି ରାୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ରାଉରକେଲା, (ବସନ୍ତ କୁମାର ଜେନା): ବରିଷ୍ଠ କଂଗ୍ରେସ ନେତା ରବି ରାୟଙ୍କୁ ଦ୍ବିତୀୟ ଥର ଲାଗି ଜିଲ୍ଲା କଂଗ୍ରେସର ସଭାପତି ଭାବେ ଦାୟିତ୍ବ ଦିଆଯାଇଥିବାରୁ କଂଗ୍ରେସ ମହଲରେ ଆନନ୍ଦ ପରିଲକ୍ଷିତ ହୋଇଛି। ଏଥିପାଇଁ ଶ୍ରୀ ରାୟଙ୍କୁ ସ୍ବାଗତ କରିବା ପାଇଁ କଂଗ୍ରେସ ଭବନ ଠାରେ ଦଳର ପ୍ରମୁଖ ନେତାମାନେ…

କେନ୍ଦୁପତ୍ର ଅସ୍ଥାୟୀ କର୍ମଚାରୀଙ୍କ ବୈଠକ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )-ନବରଙ୍ଗପୁର (କେନ୍ଦୁପତ୍ର) ଡିଭିଜନର ଋତୁକାଳୀନ କର୍ମଚାରୀ ଓ ତୋଳାଳୀଙ୍କ ଏକ  ବୈଠକ ଡାବୁ ଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୧୧ ତାରିଖରେ ସମ୍ବଲପୁର ଚାରମାଳ ମହା ସମାବେଶ ଠାରେ କର୍ମଚାରୀ ଓ ତୋଳାଳୀଙ୍କ ଉଦ୍ଦେଶ୍ୟରେ  ମୁଖ୍ୟମନ୍ତ୍ରୀଙ୍କ…

ମାଟିର ବରପୁତ୍ର କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉତ୍ସବ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ଓଡ଼ିଶାର ଅନ୍ୟତମ ପ୍ରାଚୀନ ପବିତ୍ର ସାରସ୍ଵତ ପୀଠ ଭଞ୍ଜନଗର ଭଞ ସାହିତ୍ୟ ପରିଷଦରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୭୯ତମ ସାମ୍ଵତ୍ସରିକ ଜୟନ୍ତୀ ସମାରୋହରେ ପବିତ୍ର ବସନ୍ତ ପଞ୍ଚମୀ ତିଥିରେ ବୁଧବାର ଦିନ ପାଳିତ ହୋଇଯାଇଛି। ପାରମ୍ପରିକ ଭିତ୍ତିରେ ଵାଗଦେଵୀ…

ଦାରିଙ୍ଗବାଡ଼ି କଂଗ୍ରେସର ନିଆରା ବାହାଘର ଆୟୋଜିତ, ବିଜେପି ବରକୁ ବିଜେଡି କନ୍ୟା..

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ରାଜନୀତିରେ ନିଆରା ବାହାଘର, ବିଜେପି ବରକୁ ବିଜେଡି କନ୍ୟା । ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ଏକ ଭିନ୍ନ ଧରଣର ବିବାହ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି । ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ…

ନବରଙ୍ଗପୁର ଜିଲ୍ଲା ଉତ୍କଳ ସମାଜ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ |

ନବରଙ୍ଗପୁର ଅଶୋକ ସାହୁ, ଶାସକ ପ୍ରଶାସକ ତା ୧୪/୦୨-ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ଉତ୍କଳ ସମାଜ ଦୈନିକ ଖବର କାଗଜର ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଉମରକୋଟ ସ୍ଥିତ ବ୍ଲକ କନଫରେନ୍ସ ହଲରେ ଆଜି ଉତ୍କଳ ସମାଜ ଜିଲ୍ଲା ସାମ୍ବାଦିକ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…