କିଟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର, ୭ା୩: କିଟ ଓ କିସ୍‍ ପକ୍ଷରୁ ଗୁରୁବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍‍ ଶିକ୍ଷାନୁଷ୍ଠାନ ସମୂହ ଓ କିସ୍‍ର ମହିଳା କର୍ମଚାରୀମାନଙ୍କୁ ସମ୍ବୋଧିତ କରିଥିଲେ । ଶ୍ରୀ ସାମନ୍ତ…

ପିଆରଏସଆଇ ଭୁବନେଶ୍ୱର ପକ୍ଷରୁ ‘ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର, ୦୭/୦୨/୨୦୨୪: ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ର ଅବ୍ୟବିହିତ ପୂର୍ବରୁ ପବ୍ଲିକ ରିଲେସନ ସୋସାଇଟି ଅଫ୍ ଇଣ୍ଡିଆ (ପିଆରଏସଆଇ) ର ଭୁବନେଶ୍ୱର ଶାଖା ପକ୍ଷରୁ ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା ଶୀର୍ଷକରେ ଏକ ରାଉଣ୍ଡ ଟେବୁଲ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଚଳିତ…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ର ଯୁବ ରେଡକ୍ରସ ଶାଖା ଦ୍ଵାରା ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ମହିଳା…

ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ 07.03.2024.ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ସହଧର୍ମିଣୀ ତଥା ଆଲ୍ଲାହାବାଦ ବ୍ଯାଙ୍କ ର ପୂର୍ବତନ ମୁଖ୍ୟ ପ୍ରବନ୍ଧକ ଶ୍ରୀମତୀ ବବିତା ସର   ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁ…

ରାୟଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ରାୟଗଡ,୦୭.୦୩.୨୦୨୪- ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆଜି ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଆୟୋଜନ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ୍ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ…

ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ “ମୋ ସ୍କୁଲ ଉତ୍ସବ” ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟରେ "ମୋ ସ୍କୁଲ ଉତ୍ସବ" ଅତ୍ୟନ୍ତ ହର୍ଷ ଓ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ପୁରାତନ ଛାତ୍ର କମିଟି ସଭାପତି ଶ୍ରୀ ବେଶି ଶେଷଗିରି ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

ଅବସରପ୍ରାପ୍ତ ପୋଷ୍ଟ୍ ମାଷ୍ଟରଙ୍କ ପରଲୋକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, କମାଗଡ଼ ଗ୍ରାମର ଅବସରପ୍ରାପ୍ତ ପୋଷ୍ଟ୍ ମାଷ୍ଟର ସୀମାଞ୍ଚଳ ନାହାକଙ୍କ ଆଜି ସକାଳ ଛଅ ଘଣ୍ଟା ପାଞ୍ଚ ମିନିଟ୍ ସମୟରେ ହୃଦଘାତରେ ପରଲୋକ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସମସ୍ତ ପରିବାର ସଦସ୍ୟ ଓ…

ଗୁଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୭୯ ମସିହା ବ୍ୟଚ ଛାତ୍ର ମାନଙ୍କ ବନ୍ଧୁମିଳନ

ଗୁଣପୁର: ଗୁଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୭୯ ମସିହା ବ୍ୟଚ ଛାତ୍ର ମାନଙ୍କ ବନ୍ଧୁମିଳନ ଗୁଣପୁର  ନିକଟସ୍ଥ ପୁଳୁଗୁମି ଠାରେ ଅନୁଷ୍ଠିତ ହୋଇଥିଲା।ବହୁ ଦିନ ପରେ ସାଙ୍ଗ ମାନେ ଏକତ୍ରିତ ହୋଇ ବହୁ ଖୁସି ମନେ କରିଥିଲେ । ଗୋପାଳ ପଢିୟାରୀ,ଅଶୋକ ହୋତା, ଦର୍ଯୋଧନ ଦାସ,ସାନ୍ତନୁ ଦାସ,…

ତେଜସ୍ୱିନୀ ଦ୍ୱାରା ନାରୀ ସଶକ୍ତି କରଣ କାର୍ଯ୍ୟକ୍ରମ

 ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଓଡ଼ିଶାର ଅଗ୍ରଣି ସାମାଜିକ ଅନୁଷ୍ଠାନ ତେଜସ୍ୱିନୀ ଦ୍ୱାରା ବେଲ ଗୁଣ୍ଠା ବ୍ଲକ ଆମ୍ବପୁଆ ଗ୍ରାମର ମିଶନ ଶକ୍ତି ଗୃହ ଠାରେ ନାରୀ ସଶକ୍ତିକରଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ସମସ୍ତ ବର୍ଗର ମହିଳା ମାନେ ଯୋଗ ଦେଇଥିଲେ।ପ୍ରଥମେ ମୂଖ୍ୟ…

ମୋ ସ୍କୁଲ ଦାନାର୍ଥି ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ମାନିତ

ନର୍ଲା: ନର୍ଲା ଆଜି ଗୁରୁବାର ସକାଳ ୧୧ ଘଣ୍ଟା ସମୟରେ ନର୍ଲାରୋଡ ସ୍ଥିତ ଜୟାଦୂର୍ଗା ହାଇସ୍କୁଲ ପରିସରରେ ମୋ ସ୍କୁଲ ଉତ୍ସବ ସ୍କୁଲ ର ପ୍ରଧାନ ଶିକ୍ଷକ ବିଷମ୍ବର୍ ଭୋଇ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ପୂର୍ବତନ ଛାତ୍ର ସାଂସଦ ର ବଦାନ୍ୟ ବ୍ୟକ୍ତି ତଥା ସ୍କୁଲ ଶିକ୍ଷକ କର୍ମଚାରୀ…

ଭବାନୀପାଟଣା ଠାରେ ଆନ୍ତର୍ଜାତୀୟ ମହିଳା ଦିବସ-୨୦୨୪ ପାଳନ

ଭବାନୀପାଟଣା ତା: ୦୭/୦୩(ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟଳୟ, କଳାହାଣ୍ଡିର ଆନୁକୁଲ୍ୟରେ ଚଳିତ ବର୍ଷର ଆନ୍ତର୍ଜାତୀୟ ମହିଳା ଦିବସ - ୨୦୨୪ ତା ୦୭.୦୩.୨୪ ରିଖ ଦିନ ଭବାନୀପାଟଣା ବ୍ଲକ ସଭାଗୃହ, ଠାରେ ପାଳିତ ହୋଇଯାଇଅଛି । ଏହି ଦିବସରେ ଜିଲ୍ଲାପାଳ ଶ୍ରୀମତୀ ପି.…