ସମ୍ମମ୍ ସିଇଓଙ୍କୁ ‘ଉତ୍କଳ ପ୍ରତିଭା ସମ୍ମାନ’

ଭୁବନେଶ୍ୱର, ଏପ୍ରିଲ୍ ୫ : ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶଙ୍କୁ ଏପ୍ରିଲ୍ ୧ ତାରିଖ ଉତ୍କଳ ଦିବସ ଅବସରରେ ଉତ୍କଳ ପ୍ରତିଭା ଫାଉଣ୍ଡେସନ୍ ପକ୍ଷରୁ ‘ଉତ୍କଳ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି । ସ୍ୱାସ୍ଥ୍ୟ ସେବା…

ବିଇଓ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ନିର୍ମଳ ବାଙ୍କଙ୍କ ଅବସର ଗ୍ରହଣ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ବିଇଓ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ନିର୍ମଳ ବାଙ୍କ ଅବସର ଗ୍ରହଣ କରିଛନ୍ତି। ସେ ଜଣେ ନିର୍ମଳ ଭାବମୂର୍ତ୍ତି ,କର୍ମଠ , ତଥା ସମୟାନୁବର୍ତୀ କର୍ମଚାରୀ ଭାବରେ ଦୀର୍ଘଦିନ ଧରି କାର୍ଯ୍ଯ କରିଥିଲେ । ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ତାଙ୍କର…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବରଗଡ଼ ଜିଲ୍ଲା ନିର୍ବାଚନ ସମୀକ୍ଷା

ବରଗଡ଼:- ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ବରଗଡ଼ ଗସ୍ତକରି ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି ବିଧାନସଭା ଏବଂ ବରଗଡ଼ ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି I ସ୍ଥାନୀୟ ପଂଚାୟତ କଲେଜ ସ୍ତିତ ଭୋଟ ଗଣନା କେନ୍ଦ୍ର ପରିଦର୍ଶନ କରିବା…

ବୀରମିତ୍ରପୁର : ଜର୍ଜଙ୍କ ପୁଅଙ୍କୁ ବିଜେଡି ପ୍ରାର୍ଥୀ କଲା ପରେ ତୀବ୍ର ଅସନ୍ତୋଷ

https://youtu.be/JUBpukz_YL4 ବୀରମିତ୍ରପୁର : "ଆମଦାନୀ ପ୍ରାର୍ଥୀଙ୍କୁ ବିରୋଧ କରିବୁ | ଆମଦାନୀ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ହୋଇ ଯିତିବି  | ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନିରାଶ କରିଛନ୍ତି ମୁଖ୍ୟମନ୍ତ୍ରୀ | ମୁ ସ୍ୱାଧୀନ ପ୍ରାର୍ଥୀ ହୋଇ ନିଶ୍ଚୟ ବିଜୟୀ ହେବି  ବୀରମିତ୍ରପୁର…

କଂଗ୍ରେସ ଛାଡିଲେ ପିସିସି ଉପ ସଭାପତି ବିଶ୍ବଭୂଷଣ ଦାସ ।

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପ୍ରଦେଶ କଂଗ୍ରେସ ର ଜଣେ ଟାଣୁଆ ଯୁବ ନେତା ତଥା କାକଟପୁର ମାଟିର ପୁଅ ଶ୍ରୀ ବିଶ୍ୱଭୂଷଣ ଦାସ ଆଜି କଂଗ୍ରେସ ଦଳର ପ୍ରାଥମିକ ସଭ୍ୟପଦ ସହ ପ୍ରଦେଶ କଂଗ୍ରେସ ଉପ ସଭାପତି ପଦରୁ ଇସ୍ତଫା ପ୍ରଦାନ କରି ଛନ୍ତି । ଏହି ସମ୍ପର୍କୀତ ଏକ ଲିଖିତ ନାମା ଓଡ଼ିଶା ପ୍ରଦେଶ…

ମୋନିଦୀପା ସର୍ଖେଲ ହେଲେ ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାନେତ୍ରୀ

ଭୁବନେଶ୍ୱର : ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ପାରାଦୀପର ପୂର୍ବତନ ବିଧାୟକ ପ୍ରାର୍ଥୀ ବାପି ସର୍ଖେଲଙ୍କ ଧର୍ମପତ୍ନୀ ଶ୍ରମିକ ନେତ୍ରୀ ମୋନିଦୀପା ସର୍ଖେଲଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ |…

ନବାଗତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ବିଧାନସଭା ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା।

ଖଲ୍ଲିକୋଟ/(ଶାସକ ପ୍ରଶାସକ/ ଶିବରାମ ଜେନା) - ବହୁ ପ୍ରତୀକ୍ଷା ପରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ ବିଜେପି ଓ ବିଜେଡି ର ଚୟନ ପ୍ରକିୟା ବିଳମ୍ୱ ହେଲେ ମଧ୍ୟ ଏହାର ସମାଧାନ ସୋଇଯାଇଛି। ଖଲ୍ଲିକୋଟ ରେ ବିଜେଡି ଦଳର ଛକାପଞ୍ଝା ଦେଖିବାକୁ ମିଳିଥିଲା ବେଳେ ଏବେ ଖଲ୍ଲିକୋଟ ର ବିଜେପି ପକ୍ଷରୁ…

ବରିଷ୍ଠ କର୍ମୀ ମାନଙ୍କୁ ଭେଟିଲେ ବିଜେପିର ଲୋକସଭା ପ୍ରାର୍ଥୀ ।

ଭବାନୀପାଟଣା( ଶାସକ ପ୍ରଶାସକ )କଳାହଣ୍ଡି ନିର୍ବାଚନ ମଣ୍ଡଳୀ ମାନଙ୍କରେ ରାଜନୀତି ସରଗରମ ହୋଇ ଉଠିଥିବା ବେଳେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ହେବିୱେଟ ନେତା ରମେଶ ମାଝୀଙ୍କୁ ବିଧାନସଭା ପ୍ରାର୍ଥୀ ଭାବେ ବିଜେପି ଟିକିଟ ଦେବା ସହ ଲୋକସଭା ପ୍ରାର୍ଥୀ ଭାବେ ମାଲବିକା ସିଂଦେଓଙ୍କୁ ଟିକିଟ ଦେଇଛି…