ମାଣ୍ଡିଆଢିଆ ପଞ୍ଚାୟତ ରେ ବିଜେଡି ର ନିର୍ବାଚନୀ ସଭା ଅନୁଷ୍ଠିତ : ପ୍ରଚାରରେ ସାମିଲ ହେଲେ ବରିଷ୍ଠ ନେତୃମଣ୍ଡଳୀ l

ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡିଆଢିଆ ପଞ୍ଚାୟତ ର ମୁଣ୍ଢେଲା, କର୍ଲାମାଲ୍, କେନାବୁଦା ଓ ଚୁହାପାଲି ଗ୍ରାମରେ ବିଜେଡି ର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି l ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା ଯୋଗ ଦେଇ ଆଗାମୀ ଦିନରେ ଅଞ୍ଚଳର ଉନ୍ନତି…

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ ବିଷ୍ଣୁ ବ୍ରତ।

ବାସୁଦେବପୁର - ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ରେ ଷୋମବାର ଦିନ ଭଦ୍ରକ ଜିଲ୍ଲା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ବାସୁଦେବପୁର ବିଜେଡ଼ି ପ୍ରାର୍ଥୀ ବିଷ୍ଣୁ ବ୍ରତ ରାଉତ ରାୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସକାଳୁ ସକାଳୁ ଗୁଡ ବଳଦେବ ଜୀଉ ଙ୍କ ଠାରେ ପୂଜା ପାଠ କରି ସ୍ଥାନୀୟ ରାଧାବଲ୍ଲଭ…

ଗୁଣପୁର ରେ ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ

 ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି -ସାରା ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ରାୟଗଡା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀ ରେ ଭୋଟ୍ ଦାନ ପ୍ରକ୍ରିୟା ସକାଳ ୭ ଟା ରୁ ଆରମ୍ଭ ହୋଇଛି ।ଗୁଣୁପର ଅଞ୍ଚଳରେ ବିଭନ୍ନ ମତଦାନ କେନ୍ଦ୍ରମାନଙ୍କୁ ବୋହୁ ସୁନ୍ଦର ଭାବେ…

ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଗାନ୍ଧୀ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସଫଳତା

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସଦ୍ୟ ପ୍ରକାଶିତ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଗାନ୍ଧୀ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇ ସଫଳତା ଅର୍ଜନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଏହି କ୍ରମରେ ବିଦ୍ୟାଳୟର କୃତି ଛାତ୍ରୀ କଲ୍ୟାଣି ଗୌଡ଼ ପ୍ରଥମ…

ଶ୍ରୀ ଜୟଦେବ ଓ ରଜତ ଜୟନ୍ତୀ ସମାରୋହ

ରାଉରକେଲା, (ବସନ୍ତ କୁମାର ଜେନା): ଉତ୍କଳ ଗୀତିକବି ସମାଜ, ରାଉରକେଲା ତରଫରୁ ରଜତ ଜୟନ୍ତୀ ଉପଲକ୍ଷେ ଶ୍ରୀ ଜୟଦେବ ଜୟନ୍ତୀ ଜଗଦା ସ୍ଥିତ ବାଟ ମଙ୍ଗଳା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ସମାଜର ସଭାପତି ଶିକ୍ଷାବିତ୍ ତାରିଣୀ ଚରଣ ସାହୁ ଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଭୋଳେଶ୍ବର…

ଗଣତନ୍ତ୍ର ଓ ବୈଜ୍ଞାନିକ ସମାଜବାଦର ଯୁଗଳବନ୍ଦୀ ହିଁ ଗଣତନ୍ତ୍ରକୁ ସୁରକ୍ଷିତ ରଖି ପାରିବ

ରାଉରକେଲା, (ବସନ୍ତ କୁମାର ଜେନା):ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ପରିସରରେ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ଆବାହକତ୍ଵରେ କାର୍ଲମାର୍କସ ଜୟନ୍ତୀ, ସ୍ବତନ୍ତ୍ର ଆଲୋଚନାଚକ୍ର ଏବଂ କାବ୍ୟ ସନ୍ଧ୍ୟା…

”ପ୍ରଗତି” ମହିଳା ସଙ୍ଗଠନ ଆନୁକୁଲ୍ୟରେ ”ଆନ୍ତର୍ଜାତିକ ମାତୃ” ଦିବସ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ପାରଳାର ଅଗ୍ରଣୀ ମହିଳା ସଙ୍ଗଠନ ''ପ୍ରଗତି'' ଆନୁକୁଲ୍ୟରେ ''ବିଶ୍ୱ ମାତୃ ଦିବସ'' ଏବଂ ''ପ୍ରଗତି'' ମହିଳା ସଂଗଠନର ୪ର୍ଥ ବାର୍ଷିକୀ ଉତ୍ସବ…

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ରକ୍ତଦାନ କାର୍ଯ୍ୟକ୍ରମ

ରାଉରକେଲା, (ବସନ୍ତ କୁମାର ଜେନା): ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆଇଜିଏଚ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର କୁମାର ସେଠୀ, ସାଧାରଣ…

ବିପୁଳ ଜନ ସମର୍ଥକଙ୍କ ସହ ପ୍ରାର୍ଥୀ ପତ୍ର ଦାଖଲ କଲେ ସାରସକଣା ବିଜେଡି ବିଧାୟକ ପ୍ରାର୍ଥୀ ଡ: ଦେବାଶିଷ ମାରାଣ୍ଡି

ମୟୂରଭଞ୍ଜ ସାରସକଣା ଦିପୁ ମହାପାତ୍ରଙ୍କ ରିପୋର୍ଟ । - ଆଦିବାସୀ ବହୁଳ ଜିଲ୍ଲା ଭାବେ ମୟୂରଭଞ୍ଜ ବିଗତ ଦିନରେ ସ୍ଵତନ୍ତ୍ର ରାଜ୍ୟ ପରିଗଣିତ ହୋଇଥିବା ମୟୂରଭଞ୍ଜ ଆଜି ୯ଟି ବିଧାନ ସଭା ଏବଂ ୧ଟି ସଂସଦ କୁ ନେଇ ଗଠିତ । ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ପରିପେକ୍ଷିରେ ପ୍ରାର୍ଥୀ ପତ୍ର ଦାଖଲର ଶେଷ…

ଲୋହାରପାଲି ପଞ୍ଚାୟତ ରେ ବିଜେଡି ର ନିର୍ବାଚନୀ ସଭା ଅନୁଷ୍ଠିତ l

ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋହାରପାଲି ପଞ୍ଚାୟତ ର ଗମ୍ଭାରୀ ଡ଼ିହି, ଲୋହାର ପାଲି, କଦଳୀମୁଣ୍ଡା, ବରଭଟା, ସର୍ଗିଜୁରୀ କବିବରପୁର ରେ ବିଜେଡି ର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି l ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ…