ସ୍ବାଧୀନ ପ୍ରାର୍ଥୀ ଶାରଦାଙ୍କ ସହିତ ଯୋଗଦାନ ଦେଲେ ଶତାଧିକ କଂଗ୍ରେସ-ବିଜେପି-ବିଜେଡ଼ି କର୍ମୀ
ମାଠିଆ ଚିହ୍ନରେ ମୋହର ମାରି ସ୍ୱାଧୀନ ପ୍ରାର୍ଥୀକୁ ଜିତାଇବା ପାଇଁ ଶପଥ
( ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ଯେତେ ଯେତେ ନିର୍ବାଚନ ପାଖେଇ ଆସୁଛି ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀ ସାଧୀନ ପ୍ରାର୍ଥୀ ଶାରଦା ପ୍ରଧାନଙ୍କ ପ୍ରତି ଜନ ସମର୍ଥନ ବଢିବାରେ ଲାଗିଛି । ଏପରିକି ଶତାଧିକ…