ପ୍ରତିକୂଳ ପାଗରେ ମୟୂରଭଞ୍ଜର ମୋରଡା ଓ ବାରିପଦାରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଭାଷଣ ଦେବା ସମୟରେ ମୟୂରଭଞ୍ଜ ମାଟିର ଝିଅକୁ ପ୍ରଧାନମନ୍ତ୍ରୀ ନା ରାଷ୍ଟ୍ରପତି ଜାଣିନପାରିବା ଚିନ୍ତାଜନକ - ଧର୍ମେନ୍ଦ୍ର ପ୍ରଧାନ • ମୋରଡାରେ ପରିବର୍ତ୍ତନ ସମାବେଶ ସହ ବାରିପଦାରେ ରୋଡ୍ ସୋ’ରେ ସାମିଲ • ପ୍ରବଳ ବର୍ଷାରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ…

ଦୁର୍ବୃତ୍ତର ଦୈାରାତ୍ମ୍ୟ, ଚଳନ୍ତା ବସକୁ ପଥର ମାଡରେ ଯାତ୍ରୀଙ୍କ ମୁଣ୍ଡ ଫାଟିଲା

ଓଡ଼ଗାଁ୨୬।୫(ଶ୍ରୀକାନ୍ତ କୁମାର ମିଶ୍ର):ଶନିବାର ବିଳମ୍ବିତ ରାତିରେ ପଥର ମାଡ଼ରେ ଭୁବନେଶ୍ୱର ଠାରୁ ଭଞ୍ଜନଗର ଯାଉଥିବା ଏକ ଘରୋଇ ବସର ଯାତ୍ରୀ ଗୁରୁତର ଆହାତ ହୋଇପଡିବାରୁ ଓଡ଼ଗାଁ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ହୋଇଥିଲା ପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।ଆହାତ…

ମାଟ୍ରିକ ପରୀକ୍ଷାଫଳ ପ୍ରକାଶ, ପାସ୍ ହାର ଶତକଡ଼ା ୯୮.୪୪,

ସତ୍ୟଧର୍ମ ଓଡ଼ଗାଁ ବ୍ଳକ ଟପ୍ପର,୧୧ ଜଣ ଏ ୱାନ୍ ଓଡ଼ଗାଁ ୨୬।୫(ଶ୍ରୀକାନ୍ତ କୁମାର ମିଶ୍ର): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୪ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଘୁନାଥ ବିଦ୍ୟାପୀଠ ଓଡ଼ଗାଁର ସତ୍ୟଧର୍ମ ସାହୁ ୫୫୩ ନମ୍ବର ରଖି ବ୍ଳକ୍…

ବିଜେଡି ଗାଡିରେ ୮୪କେଜି ଗଞ୍ଜେଇ ଆସିଲା କୁଆଡୁ?: ଅନିଲ ବିଶ୍ୱାଳ

 ବିଜେଡିର “ଘରେ ଘରେ ଶଙ୍ଖ”ର ଅର୍ଥ ହେଉଛି “ଘରେ ଘରେ ମଦ, ଗଞ୍ଜେଇ”  “ଯୋଡି ଶଙ୍ଖ”ର ଅର୍ଥ “ଗଞ୍ଜେଇ ଓ ମଦ”  ନବୀନ ବାବୁ ନିଜେ ଗଞ୍ଜେଇ ମାଫିଆ ଭାବରେ ଯାହାଙ୍କ ନାମ ଉଲ୍ଲେଖ କରିଥିଲେ ତାଙ୍କର ଧର୍ମପତ୍ନୀଙ୍କୁ ବିଜେଡି ଟିକେଟ୍ ଦେଲେ ଭୁବନେଶ୍ୱର, ତା.୨୬/୦୫:…

ବିଜେଡି ନେତା ପ୍ରଣବ ଦାସଙ୍କ ଟ୍ୱିଟର ଜବାବ ରଖିଲା ବିଜେପି

ଗୁମାସ୍ତା ଯେଉଁ ଭାଷା ପ୍ରୟୋଗ କରୁଛନ୍ତି, ସେ ସବୁ ଶାଳିନତାର ଭାଷା କି ? – ମୁକେଶ ମହାଲିଙ୍ଗ o ଓଡ଼ିଆ ଅସ୍ମିତାକୁ ଧ୍ୱଂସ କରିଦେବାରେ ନେତୃତ୍ୱ ବିଜେଡି ଦଳର ଗୁମାସ୍ତା ନେଇଛନ୍ତିo ବ୍ରହ୍ମପୁର ସଭାରେ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି, ଏଠି ବିଜେପି ଚୋରଙ୍କୁ ଟିକେଟ୍ ଦେଉଛି, ଏହା କେଉଁ…

ପଞ୍ଚାୟତସ୍ତରୀୟ ବିଜେଡ଼ି କର୍ମୀ ବୈଠକ; ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଶପଥ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ବରାଦୋ ପଞ୍ଚାୟତରେ ବିଜେଡ଼ି କର୍ମୀ ବୈଠକ ସ୍ଥାନୀୟ ବଉଳମୂଳ ଠାରେ ଅନୁଷ୍ଠିତ ହୋଇଛି । ପଞ୍ଚାୟତ ସଭାପତି ମଧୁସୂଦନ ସେଠୀଙ୍କ ସଭାପତିତ୍ଵ ଓ ଯୁବନେତା ନୃସିଂହଚରଣ ବିଶ୍ୱାଳଙ୍କ ସଂଯୋଜନା ରେ ଏଥିରେ ମୁଖ୍ୟଅତିଥି ଭାବେ ମାହାଙ୍ଗା…

ନିଶ୍ଚିନ୍ତକୋଇଲି ବ୍ଲକରେ ପ୍ରକାଶ ପାଇଲା ମାଟ୍ରିକ ଫଳାଫଳ : ବ୍ଲକ ଟପର ସରୋଜ କୁମାର ନନ୍ଦ: ୨୩୨୮ ଜଣ ପାସ- ୧୧ଜଣ ଛାତ୍ର…

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ୨୦୨୪ ଶିକ୍ଷା ବର୍ଷର ମାଟ୍ରିକ ଫଳାଫଳ ପ୍ରକାଶ ପାଇଛି । ରାଜ୍ୟରେ ୯୬.୦୭% ଫଳାଫଳ ହୋଇଥିବା ବେଳେ ଚଳିତ ବର୍ଷ ନିଶ୍ଚିନ୍ତକୋଇଲି ବ୍ଳକ ଅଞ୍ଚଳରେ ୯୯.୫୨% ଫଳାଫଳ କରି ଏକ ରେକର୍ଡ଼ ସୃଷ୍ଟି କରିଛି । ଏହି…

ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ଆନ୍ତର୍ଜାତିକ ହକର୍ସ ଦିବସ ପାଳିତ।

ବିତରକ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁଁ ଐକ୍ୟବଦ୍ଧ ହୁଅ- ବିଷ୍ଣୁ ମହାନ୍ତି ରାଉରକେଲା, (ବସନ୍ତ କୁମାର ଜେନା): ମେ ୨୬ ଆନ୍ତର୍ଜାତିକ ହକର୍ସ ଦିବସ ଅବସରରେ ଆଜି ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ଆଜି ଏହି ଦିବସକୁ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ମହା ସମାରୋହରେ ପାଳନ…

କାଶୀପୁର ବ୍ଲକରେ ପାସ୍‌‌ହାର ୯୬ ପ୍ରତିଶତ ; କାଶୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଦିବ୍ୟଦର୍ଶନି ନାଏକ…

ରାୟଗଡା ରୁ ବୈକୁଣ୍ଠ ଦୁରିଆ -କାଶୀପୁର,ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ପାସ୍‌ ହାର ୯୬.୦୭% ରହିଛି।ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ପାସ୍ ହାର ୯୬.୧୪ ଶତକଡା ରହିଛି।କାଶୀପୁର ବ୍ଲକ ସରସ୍ବତୀ…

କେନ୍ଦୁପାଟଣାରେ ବିଜେଡ଼ିର ଆଶିର୍ବାଦ ସମାବେଶ : ବିଜେଡିକୁ ଜିତାଇ ପଞ୍ଚାୟତର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ…

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦୁପାଟଣା ପଞ୍ଚାୟତ ସ୍ତରୀୟ ବିଜୁ ଜନତା ଦଳର ଆଶିର୍ବାଦ ସମାବେଶ ଅନୁଷ୍ଠିତ ହୋଇଛି । ଯୁବନେତା ଭବାନୀଶଙ୍କର ମଲ୍ଲଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଯୋଗ ଦେଇ ବିଗତ…