ଶ୍ରୀକୃଷ୍ଣ ଶରଣ ପୁର ଦିଲ୍ଲୀପ ପାହାନ ଙ୍କ ହତ୍ୟା ଘଟଣା ରେ ଆଉ ଦୁଇଜଣ ଗିରଫ ।

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଗତ ତା ୧୫-୫-୨୪ ରିଖ ରେ ଘଟିଥିବା ଦିଲ୍ଲୀପ ପାହାନ ଙ୍କ ହତ୍ୟା ଘଟଣାରେ ଗୁଜରାଟର ରାଜକୋଟରେ ଆଉ ଦୁଇଜଣ ଙ୍କୁ ଚାରି ଜଣିଆ ପୋଲିସ ଟିମ୍ ଗିରଫ କରି ଛନ୍ତି ବୋଲି ଜଣାପଡିଛି।ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୃ ଙ୍କ ସୂଚନା…

ଆଦର୍ଶ ନଗର ଠାକୁରାଣୀ ପର୍ବ ଆଜିଠାରୁ ଆରମ୍ଭ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲା ଗୁଣପୁର ସହର ସ୍ଥିତ ଆଦର୍ଶ ନଗର ଠାରେ ଆଜିଠାରୁ ଠାକୁରାଣୀ ପର୍ବ ଆସନ୍ତା 12 ତାରିଖ ଯାଏ ଅନୁଷ୍ଠିତ ହେବାକୁ ଯାଉଛି । ମା ଙ୍କ ପୂଜା ଅର୍ଚନା ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ଅବସ୍ଥାରେ ପହଞ୍ଚିଥିବା ବେଳେ ଉକ୍ତ ପର୍ବକୁ ଶାନ୍ତି…

ଦୁର୍ଘଟଣା ଅଳ୍ପେକ ବର୍ତିଲେ ୨ଜଣ ବାଇକ ଚାଳକ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅଧୀନରେ ଥିବା ବୁଡି ପଦର (ଶବରପଡା) ବୁଲାଣି ନିକଟରେ ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଧକାଦେବା ଯୋଗୁଁ ଗୁରୁତର ଆହତ ହୋଇଛନ୍ତି ଆରଡବ୍ଲୁଏସଏସ ବିଭାଗର ଦୁଇଜଣ ବିଆରସି। ଆଜି ସକାଳ ୮ଘଣ୍ଟା ସମୟରେ ପ୍ରଦ୍ୟୁମ୍ନ ଭୋଇ ଓ ଟିଟିଲାଗଡ଼ ବିଆରସି ପ୍ରକାଶ…

ରୋଡ ସେଫଟି ଓ ପ୍ରାଥମିକ ଚିକିତ୍ସା ଶିବିର ଅନୁଷ୍ଠିତ

ରାଉରକେଲା(ବସନ୍ତ କୁମାର ଜେନା): ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି ଓ ନବମ ଓଡିଶା ଏନସିସି ବାଟାଲିୟନ ଆନୁକୂଲ୍ୟରେ ଆଜି ଡାଲମିଆ କଲେଜ ରାଜଗାଙ୍ଗପୁର ପରିସରରେ ଏକ ରୋଡ ସେଫଟି ଓ ପ୍ରାଥମିକ ଚିକିତ୍ସା ଜୁନିୟର ରକ୍ଷକ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରର ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ…

“ବିଶ୍ୱ ପରିବେଶ ଦିବସ “(ଆଇ.ଇ.ଆଇ), ରାଉରକେଲା କେନ୍ଦ୍ର ଦ୍ୱାରା ପାଳିତ

ରାଉରକେଲା(ବସନ୍ତ କୁମାର ଜେନା): ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା ସ୍ଥାନୀୟ କେନ୍ଦ୍ର ଦ୍ଵାରା ରାଉରକେଲା ସ୍ଥାନୀୟ କେନ୍ଦ୍ର ବିଲଡିଂରେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମୋଡରେ “ଜମି ପୁନରୁଦ୍ଧାର, ମରୁଭୂମି ଏବଂ ମରୁଡ଼ି ସ୍ଥିରତା” ବିଷୟରେ ଉପରେ ଆଲୋଚନା କରାଯାଇଥିଲା।…

ରଥଯାତ୍ରା ତଥା ଘୋଷ ଯାତ୍ରା ଉପଲକ୍ଷେ ଗୁଣପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରଥଯାତ୍ରା ତଥା ଘୋଷ ଯାତ୍ରା ଉପଲକ୍ଷେ ଗୁଣପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ମନ୍ଦିର କାର୍ଯ୍ୟାଳୟ ରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରାରମ୍ଭ ରୁ କାର୍ଯ୍ୟାଳୟ ରେ ଥିବା ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପୁଷ୍ପ…

ମାଁ ବ୍ରାହ୍ମଣ ଦେବୀଙ୍କୁ ସାବିତ୍ରୀ ଭାର ଅର୍ପଣ କଲେ ଯୁବଗୋଷ୍ଠୀ ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ବେଲଗୁଣ୍ଠାର ଅଧୁଷ୍ଠାତ୍ରୀ ଦେବୀ ତଥା ବାଉଁଶ ବଣର ରାଣୀ ମାଁ ବ୍ରାହ୍ମଣ ଦେବୀଙ୍କୁ ସାବିତ୍ରୀ ଭାର ଦେଇ ଆସିଛନ୍ତି ବେଲଗୁଣ୍ଠା ର ଯୁବ ଗୋଷ୍ଠୀ ।ବୁଧବାର ଦିନ ସନ୍ଧ୍ୟା ୫ ଘଣ୍ଟା ସମୟରେ ଘଣ୍ଟ, ମୃଦଙ୍ଗର ତାଳେ ତାଳେ…

ନିଟ୍ ୟୁଜି ୨୦୨୪ରେ ବାଲେଶ୍ୱରରୁ ଆକାଶ ଏଜୁକେଶ୍‌ନାଲ ସର୍ଭିସେସ୍ ଲିମିଟେଡର ୫ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର/ ବାଲେଶ୍ୱର : ପରୀକ୍ଷା ପ୍ରସ୍ତୁତି ସେବା କ୍ଷେତ୍ରରେ ଦେଶରେ ଅଗ୍ରଣୀ, ଆକାଶ ଏଜୁକେଶ୍‌ନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ୍‌) ବାଲେଶ୍ୱରରୁ ଏହାର ୫ ଜଣ ଛାତ୍ରଛାତ୍ରୀଙ୍କ ଚମତ୍କାର ସଫଳତା ସମ୍ପର୍କରେ ଗର୍ବର ସହ ଘୋଷଣା କରିଛି, ଯେଉଁମାନେ ସମ୍ମାନଜନକ ନିଟ୍ ୟୁଜି ୨୦୨୪ ପରୀକ୍ଷାରେ…

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର, ୦୭/୦୬: ବିଶ୍ୱ ପରିବେଶ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ସୋଆ କୃଷି ମହାବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଜୁନ୍ ୫ ତାରିଖରେ ଏକ ସ୍ୱତନ୍ତ୍ର…

ସମ୍ ହସ୍ପିଟାଲ୍ ରେ ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର, ଜୁନ୍ ୭: ଶିକ୍ଷା ଓ ଅନୁସନ୍ଧାନ( ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଅଧିନସ୍ଥ ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଂଟ ଅଫ୍ ପେଡିଆଟ୍ରିକ୍ସ, ୟୁନିସେଫ୍ ଏବଂ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ…