ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀଙ୍କୁ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ସୌଜନ୍ୟ ମୂଳକ ସାକ୍ଷାତ

ଭୁବନେଶ୍ବର ୧୬ /୬ :- ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ଆଜି ରାଜ୍ୟ ଅତିଥି ଭବନରେ ନବନିଯୁକ୍ତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ପ୍ରମୁଖ…

ସମ୍ବଲପୁରରେ ବିଭିନ୍ନ ଦେବାଳୟ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁରରେ ଥିବା ମନ୍ଦିର ଗୁଡିକ ପୁରାତନ ସଭ୍ୟତାର ବଡ ପ୍ରୟୋଗଶାଳା – ଧର୍ମେନ୍ଦ୍ର ପ୍ରଧାନ • ସମ୍ବଲପୁର ମାନେଶ୍ଵର ସ୍ଥିତ ଶିବ ମନ୍ଦିର, ବ୍ରୁକ୍ସହିଲ୍ ସ୍ଥିତ ହନୁମାନ ମନ୍ଦିର, ଦାନୀପାଲିରେ ମା' ରଣେଶ୍ୱର ରାମଚଣ୍ଡୀ ମନ୍ଦିର, ନନ୍ଦପଡା ବାଲୁଙ୍କେଶ୍ଵର ମନ୍ଦିରରେ ଦର୍ଶନ କଲେ •…

ଭଦ୍ରକ ନାବାଳକ ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶଦେଲେ ମୁଖ୍ୟମନ୍ତ୍ରୀ

ସାମାଜିକ ଗଣ ମାଧ୍ୟମରୁ ପାଇଲେ ସୂଚନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଭୁବନେଶ୍ୱର,: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଭଦ୍ରକ…

ପିଏନଭି ଫାଉଣ୍ଡେସନ ପକ୍ଷରୁ ‘ଉଦ୍ୟମୀ ଓଡ଼ିଆ-ମେଡ ଇନ ଓଡ଼ିଶା’ କାର୍ଯ୍ୟକ୍ରମ

କଟକ: ପିଏନଭି ଫାଉଣ୍ଡେସନ ପକ୍ଷରୁ ସାରା ଓଡ଼ିଶାରେ ବେଶ୍ ଉତ୍ସାହର ସହ ପାଳିତ ହେଉଥିବା ପର୍ବ ରଜ ମହୋତ୍ସବ ଅବସରରେ କଟକ କ୍ଲବ୍ ଆନେକ୍ସ-୧ ଠାରେ ‘ଉଦ୍ୟମୀ ଓଡ଼ିଆ-ମେଡ ଇନ ଓଡ଼ିଶା' ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । 'ଉଦ୍ୟମୀ ଓଡ଼ିଆ - ମେଡ୍ ଇନ୍ ଓଡ଼ିଶା ଓଡ଼ିଶାର ଉଦ୍ୟୋଗୀ ଏବଂ…

ବିଭାଗ ବଣ୍ଟନ ପରେ ନୂତନ ଭାବେ ଦାୟିତ୍ଵ ନେଇଥିବା ମନ୍ତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଶୁଭେଛା

ଓଡ଼ିଆ ଅସ୍ମିତାକୁ ସାଥିରେ ଧରି ବିକାଶ ପ୍ରକ୍ରିୟାକୁ ଆଗେଇ ନେବାକୁ ପରାମର୍ଶ ଭୁବନେଶ୍ୱର: ମନ୍ତ୍ରୀ ମାନଙ୍କ ବିଭାଗ ବଣ୍ଟନ ପରେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମନ୍ତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।  ଓଡ଼ିଶା ର ବିକାଶ ଏବଂ ଓଡ଼ିଶା ବାସୀ…

ରଜ ମହୋତ୍ସବରେ ଦୁଲୁକୁଛି ବୁଢୀମା ତୋଟା

ପୁରୀ (ଅନିମେଶ ପଟ୍ଟନାୟକ): ପୁରୀ ମାର୍କଣ୍ଡେଶ୍ଵର ସାହି ସ୍ଥିତ ପାଣ୍ଡଜାଗା ପକ୍ଷରୁ ୧୦ତମ ରଜ ମହୋତ୍ସବ ବୁଢୀମା ତୋଟାରେ ପହିଲି ରଜରେ କମ୍ପୁଛି । ମୁଖ୍ଯ ଅତିଥି ଭାବେ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ଆନୁଷ୍ଠାନିକ ପୂର୍ବକ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ…

ରଥଖଳା: ନୃସିଂହ ବିରାଳ ଖୋଦେଇ କାର୍ଯ୍ଯରେ ନିମଗ୍ନ ରୂପକାର ସେବକ

ପୁରୀ (ଅନିମେଶପଟ୍ଟନାୟକ): ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବୀ ସୁଭଦ୍ରା ବଡ ଠାକୁର ବଳଭଦ୍ରଙ୍କ ରଥଯାତ୍ରା ପାଇଁ ରଜା ନଅର ସମ୍ମୁଖ ରଥଖଳାରେ ରଥ ନିର୍ମାଣ ଆଗେଇ ଚାଲିଛି । ରଥଖଳାରେ ରୂପକାର ସେବକମାନେ ନୃସିଂହ ଚତୁର୍ଦ୍ଦଶୀ ଠାରୁ ନୃସିଂହ ବିରାଳ ଖୋଦେଇ କାର୍ଯ୍ଯ ଆରମ୍ଭ କରିଥିଲେ । ଏହି ଖୋଦେଇ…

କେନ୍ଦୁପାଟଣା ନଟରା ଠାରେ ସଂସ୍କୃତି, ପରମ୍ପରାକୁ ଉଜ୍ଜିବିତ ରଖିବା ପାଇଁ ମହାସମାରୋହରେ ରଜ ମହୋତ୍ସବ ପାଳିତ l

(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ କେନ୍ଦୁପାଟଣା ପଞ୍ଚାୟତ ନଟରା ଗ୍ରାମରେ ଥିବା ଫ୍ରେଣ୍ଡସ ୟୁନିୟନ ଆନୁକୂଲ୍ୟରେ ଧୁମଧାମରେ ରଜ ମହୋତ୍ସବ ପାଳିତ ହେଉଛି l ପହିଲି ରଜ ଠାରୁ ଆରମ୍ଭ ହୋଇ ଶେଷ ରଜ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ବିଭିନ୍ନ ପ୍ରକାର ପିଠାପଣା,…

ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକଵ୍ୟକ୍ତ ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ ସ୍ବର୍ଗତ ଭଣ୍ଡାରେ…

ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଙ୍କୁ ଡାବୁଗାଁ ବ୍ଲକ ବିଜେପି ତରଫରୁ…

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୫/୦୬/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଆଜି ବ୍ଲକ ବିଜେପି ତରଫରୁ ନବ ନିଯୁକ୍ତ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ନବରଙ୍ଗପୁର ବିଜେପି ବିଧାୟକ ଗୌରୀ ମାଝୀ ଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଡାବୁଗାଁ କୃଷି କାର୍ଯ୍ୟାଳୟ…