ମହିପୁର୍ ଆଶ୍ରମ ବିଦ୍ୟାଳୟ ଠାରେ ସିକିଲ ସେଲ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର; ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ମହିପୁର୍ ଆଶ୍ରମ ବିଦ୍ୟାଳୟ ଠାରେ ସିକିଲ ସେଲ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୁଡଭେଲା…

ଭବାନୀପାଟଣା ଠାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୪.୭.୨୦୨୪: ଗତ କାଲି ସନ୍ଧ୍ୟା ୫.୦୦ ଘ ସମୟରେ ସ୍ଥାନୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଅଛି । ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଅଧ୍ୟକ୍ଷତାରେ…

ନବରଙ୍ଗପୁରରେ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ l

https://youtu.be/I5dUszS-M-k ଅଶୋକ ସାହୁ, ଶାସକ ପ୍ରଶାସକ/ନବରଙ୍ଗପୁର ୪/୭ : ଭାରତ ସରକାର ଙ୍କ ନୀତି ଆୟୋଗ ଦ୍ଵାରା ସମ୍ପୂର୍ଣ୍ଣତା ଅଭିଯାନ ସାରା ଦେଶରେ ଆଜି ଆରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ…

ଜି ଆଇ ଇ ଟି ବିଶ୍ୱବିଦ୍ୟଳୟ ରେ ବନମହୋତ୍ସବ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟଳୟ ରେ ବନମହୋତ୍ସବ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି / ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କୁଳପତି ଡ଼ ଏ ଭି ଏନ ଏଲ ଶର୍ମା ,…

ସମ୍ବାଦ ସାହିତ୍ୟ ଘର ଓ ଆମ ଓଡ଼ିଶା ତରଫରୁ ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ଆଜି ସମ୍ବାଦ ସାହିତ୍ୟ ଘର ଓ ସମ୍ବାଦ ଆମ ଓଡ଼ିଶା ତରଫରୁ ୭୫ ତମ ବନ ମହୋତ୍ସବ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡଙ୍ଗରିଗୁଡ଼ା ସରପଞ୍ଚ ରାମ…

ଭବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବନ୍ୟା ପରିଚାଳନା ପାଇଁ ୨୦୦ କୋଟି ଟଙ୍କାର ପ୍ରସ୍ତାବ ପ୍ରସ୍ତୁତ କରିବାକୁ…

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୪ ଓଡ୍ରାଫର ୨୦ ଟି ୟୁନିଟକୁ ବୃଦ୍ଧି କରାଯାଇ ୩୦ ଟି ୟୁନିଟ୍ କରାଯିବ, ଏହାକୁ ଏକ ଉତ୍ସର୍ଗୀକୃତ ସଂସ୍ଥା (Dedicated force) ରୂପେ ବିକଶିତ କରାଯିବ କଟକ-ଭୁବନେଶ୍ବର ସହିତ ଅନ୍ୟ ସହରାଞ୍ଚଳ ବନ୍ୟା ପରିଚାଳନା ପାଇଁ…

ଓଡିଆ ଭାଷାରେ ନଥି ଉପସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ବିକାଶ ସହିତ ସାଂସ୍କୃତିକ ପ୍ରଗତିକୁ ମଧ୍ୟ ଗୁରୁତ୍ବ ଦିଆଯିବ - ମୁଖ୍ୟମନ୍ତ୍ରୀ ଭୁବନେଶ୍ବର,: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରି ସରକାରୀ କାର୍ଯ୍ୟ ଆରମ୍ଭ…

୭୬ ତମ “ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଡେ” ପାଳିତ

ଭୁବନେଶ୍ୱର : ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆର ୭୬ ତମ "ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଡେ” ପାଳିତ ହୋଇଯାଇଛି। ଏହାର ଫାଉଣ୍ଡେସନ୍ ଡେ ସହିତ ସିଏ ବୃତ୍ତିର ନିର୍ଭୀକତା, ଅଖଣ୍ଡତା ଏବଂ ସର୍ବଦା ସଜାଗ ମନୋଭାବ ସମ୍ପର୍କରେ ସୂଚନା ଦିଆଯାଇଥିଲା |ଏହାର ୭5 ବର୍ଷ…

ତ୍ରିଦିବସୀୟ କୌଶଳୀ ପ୍ରଶିକ୍ଷଣ ଉଦଯାପିତ

ପଦ୍ମପୁର :- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ରାଜବୋଡ଼ାସମ୍ବର୍ ଏବଂ ଗାଇସିଲେଟ ବ୍ଲକର ଗଣିତ ଓ ବିଜ୍ଞାନ ଶିକ୍ଷକ / ଶିକ୍ଷୟତ୍ରୀ ମାନଙ୍କର ତ୍ରିଦିବସୀୟ କୌଶଳୀ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି। ଜୁଲାଇ ୧ ରୁ ଆରମ୍ଭ ହୋଇଥିବା ଏହି ଶିବିରକୁ ବ୍ଲକ ଶିକ୍ଷା ଅଧିକାରୀ…

କୋରପିଠା ରାଣୀଙ୍କ ପରଲୋକ

ଓଡ଼ଗାଁ, ୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର କୋରପିଠା ଗ୍ରାମ ତତ୍କାଳିନ ସାମନ୍ତ ରାଜା ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଦେଓଙ୍କ ଧର୍ମପତ୍ନୀ ରାଣୀ ଗୀତା ଦେଓ ପରଲୋକ ଗମନ କରିଛନ୍ତି । ବାର୍ଦ୍ଧକ୍ୟ କାରଣରୁ ୮୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଥିଲେ…