ଭଞ୍ଜନଗର ବି.ଜେ.ପି ଯୁବମୋର୍ଚ୍ଚା ପକ୍ଷରୁ ମେଗା ରକ୍ତଦାନ ଶିବିର

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ଗୁରୁବାର ୪ ତାରିଖ ଜୁଲାଇ ୨୦୨୪ ରେ ସ୍ଥାନୀୟ ଟାଉନ୍ ହଲ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ନିର୍ବାଚନମଣ୍ଡଳୀ ଅଧିନ ଭଞ୍ଜନଗର ପଞ୍ଚାୟତ ସମିତି ଓ ଭଞ୍ଜନଗର ସହରାଞ୍ଚଳ ର ଉତ୍ସାହି…

କଳାହାଣ୍ଡି ଜିଲ୍ଲାରେ ନୀତି ଆୟୋଗର ଆକାଂକ୍ଷି ଜିଲ୍ଲା ଅନ୍ତର୍ଗତ ” ସମ୍ପୂର୍ଣତା ଅଭିଯାନ” ର ଶୁଭାରମ୍ଭ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) ୪.୭.୨୦୨୪: ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ " ସମ୍ପୂର୍ଣ୍ଣତା ଅଭିଯାନ" ର ଶୁଭାରମ୍ଭ ରେ ଜିଲ୍ଲା ପରିଷଦ…

ବନ୍ଧୁ ମିଳନ ସହ ବୃକ୍ଷରୋପଣ କଲେ କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟର 1978 ମାଟ୍ରିକ୍ ବ୍ୟାଚ୍ ଛାତ୍ର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବନ୍ଧୁ ମିଳନ ସହିତ ନିଜ ବିଦ୍ୟାଳୟରେ ଚାରା ରୋପଣ କରି ସମାଜ ପାଇଁ ଆଦର୍ଶ ବାର୍ତ୍ତା ଦେଇଛନ୍ତି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟର 1978 ମାଟ୍ରିକ୍ ବ୍ୟାଚ୍ ଛାତ୍ର I 1978 ବ୍ୟାଚ୍ ଛାତ୍ର ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ଶିବ କୁମାର…

ବେଦାନ୍ତ ଆଲୁମିନିୟମ ବିଦ୍ୟାଗ୍ରହ ଇ-ଲର୍ଣ୍ଣିଂ ପଦକ୍ଷେପକୁ ସଫଳତା ସହ ଦୁଇବର୍ଷ ସମାପ୍ତ କରିଛି

ଏହି ପଦକ୍ଷେପରୁ ୧୦୦୦ରୁ ଅଧିକ ଶିକ୍ଷାର୍ଥୀ ଉପକୃତ ହୋଇଛନ୍ତି କଂପାନି ଏବେ ଛାତ୍ରଙ୍କୁ ସଶକ୍ତ କରିବା ଲାଗି ଫେଜ ୩ର ଶୁଭାରମ୍ଭ କରିଛି ଝାରସୁଗୁଡ଼ା, ଓଡ଼ିଶା, ୪ ଜୁଲାଇ ୨୦୨୪: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତଆଲୁମିନିୟମର ଇ ଲର୍ଣ୍ଣିଂ ପଦକ୍ଷେପ…

ରାଜ୍ୟର ବିକାଶରେ ଅଂଶୀଦାର ହେବାକୁ ସମବାୟ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ

ଭୁବନେଶ୍ୱର, ତା.୦୪/୦୭/୨୦୨୪: ଓଡ଼ିଶା ରାଜ୍ୟ ସମବାୟ ବିଭାଗ ତରଫରୁ ଆଜି ପୂର୍ବାହ୍ନରେ କୃଷି ଭବନ ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିା ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷଚାରାରେ ଜଳପ୍ରଦାନ…

ସରକାରୀ ଛୁଟି ଯୋଗୁଁ ୮ ତାରିଖ (ସୋମ‌ବାର‌) ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର, ୦୪/୦୭/୨୦୨୪: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଓଡ଼ିଶା ସରକାର ଜୁଲାଇ ୮ ତାରିଖ (ସୋମ‌ବାର‌) ଦିନଟିକୁ ସରକାରୀ ଛୁଟିଦିନ ଭାବରେ ଘୋଷଣା କରିଛନ୍ତି । ଏଥି ପାଇଁ ତା.୦୮/୦୭/୨୦୨୪ରିଖ (ସୋମ‌ବାର‌) ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ…

ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ ଓଡିଶାରେ କାର୍ଯ୍ୟକାରୀ ହେବ

ଭୁବନେଶ୍ୱର:ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’କୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ମହିଳାଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ…

ଉତ୍ତର ଓଡ଼ିଶା ବିକାଶ ପରିଷଦ ସ୍ଥାପନ ପାଇଁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ୪ଟି ପ୍ରସ୍ତାବ

- ବାଲେଶ୍ୱର ଠାରେ ପରିଷଦର ମୁଖ୍ୟାଳୟ ସ୍ଥାପନ - ୧୦ ହଜାର କୋଟି ଟଙ୍କାର କର୍ପସ ପାଣ୍ଠି - ବିକାଶ ମୂଳକ କାର୍ଯ୍ୟ ପାଇଁ ବାର୍ଷିକ ୩ ହଜାର କୋଟି ଟଙ୍କା ବ୍ୟୟବରାଦ - ଆଗାମୀ ବିଧାନସଭା ଅଧିବେଶନରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ବିଧେୟକ ଉପସ୍ଥାପନା ଭୁବନେଶ୍ୱର,…

ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା ଟିପିଏସ୍ଓଡିଏଲ୍

ପୁନଃବ୍ୟବହାରଯୋଗ୍ୟ ସାନିଟାରୀ ନ୍ୟାପକିନ୍ ବାଣ୍ଟିଲା କମ୍ପାନୀ ବ୍ରହ୍ମପୁର, ଜୁଲାଇ: ଟାଟା ସଷ୍ଟେନେବିଲିଟି ମାସ ପାଳନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହିକ୍ରମରେ କମ୍ପାନୀ…

ନିୟମ ଗିରି ଅଂଚଳ ପରିଦର୍ଶନ ଯାଇ ଲୋକଙ୍କ ଦୁଃଖସୁଖ ବୁଝିଥିଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ l

"ପ୍ରଧାନମନ୍ତ୍ରୀ ଜନମନ ଗ୍ରାମ ବୁଲିଦେଖିଲେ ଆଦିମ ଜନଜାତି ହିତାଧିକାରୀଙ୍କ ସହିତ ଆଲୋଚନା କଲେ " କଲ୍ୟାଣସିଂହପୁର- ରାୟଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏବଂ ଆରୋକ୍ଷୀ ଅଧିକ୍ଷକ ହରିଶା ବି.ସି ଦୁହେଁ ମିଶି କଲ୍ୟାଣୀସିଂହପୁର ବ୍ଲକର ପାର୍ସଲୀ ଗ୍ରାମ ପଂଚାୟତ ଅନ୍ତର୍ଗତ ନିୟମଗିରି ଅଂଚଳର…