ସାଧାରଣ ସେବକର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ: ପୁରୀ ବଡ଼ ଦାଣ୍ଡରେ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଲେ
ମହାପ୍ରଭୁଙ୍କ ରଥ ଯାତ୍ରା ପୂର୍ବ ଦିନ ବଡ଼ ଦାଣ୍ଡ ସଫେଇ କରି ସ୍ବଚ୍ଛତା ଓ ପରିଚ୍ଛନ୍ନତାର ବାର୍ତ୍ତା ଦେଲେ
ସିଙ୍ଗିଲ ଇଉଜ୍ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ କଲେ ନିବେଦନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ବଡ଼ ଦାଣ୍ଡରେ ରଥ ଯାତ୍ରା ଅବ୍ୟବହିତ…