୨୪ ବର୍ଷର ବିଜେଡି ସରକାର ଓ ୨୪ ଦିନର ବିଜେପି ସରକାରକୁ ଓଡ଼ିଶାବାସୀ ଭଲଭାବେ ପରଖୁଛନ୍ତି: ତେଜେଶ୍ୱର ପରିଡା
ଯାତ୍ରୀଙ୍କ ସ୍ୱାର୍ଥ ଅପେକ୍ଷା ବିଜେଡିର ଦଳୀୟ ସ୍ୱାର୍ଥ ହାସଲ ଲକ୍ଷ୍ୟରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରାଯାଇଥିଲା
ଲକ୍ଷ୍ମୀ ବସ୍ ଯୋଜନାରେ ଯାତ୍ରୀ ସଂଖ୍ୟା କମ୍ ଥିଲେ, କିନ୍ତୁ ବିଜେଡି ଓ ପାଣ୍ଡିଆନଙ୍କ ସଭା ପାଇଁ ଏହି ବସ୍ରେ ଲୋକଙ୍କୁ ବୁହା ଯାଉଥିଲା
…