ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଅଦାଲତ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗ ଅଦାଲତ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଡ.ମିନତୀ ବେହେରା , ଅଧ୍ୟକ୍ଷ , ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ ମହିଳା…

ଜିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ଶ୍ରୀମତୀ ଲିଶା…

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲା ଗୁଣପୁର ର ବୈଶ୍ଯସଂଘ : ରେଳପଥ ସଡକପଥ ଓ ତୀର୍ଥକ୍ଷେତ୍ର ର ବିକାଶ ପାଇଁ ଦାବି

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି; ଗୁଣପୁର କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ତଥା ପୋଡଶୀ ଶ୍ରୀକାକୁଲମ ସାଂସଦ କେ. ରାମମୋହନ ନାଇଡୁଙ୍କୁ ଗୁଣପୁର ଯୁବ ବୈଶ୍ଯସଂଘ ର କର୍ମକର୍ତ୍ତା ମାନେ ଭେଟି ଆଜି ସିମାନ୍ତ ଅଞ୍ଚଳର ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ବିଶେଷ କରି ହାଇଦ୍ରାବାଦ ଠାରୁ…

ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କର ଶ୍ରୀ ରଘୁନାଥ ଜିଉଙ୍କ ଦର୍ଶନ

ଓଡ଼ଗାଁ, ୧୦।୭(ଶ୍ରୀକାନ୍ତ କୁମାର ମିଶ୍ର): ଉତ୍ତର ପ୍ରଦେଶ ମରୋଦାବାଦ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ସ୍ବାମିଜୀ ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ବିଜେ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କୁ ସୋମବାର ରାତି ୯ଟା ସମୟରେ ୪୦ରୁ ଉର୍ଦ୍ଧ୍ବ ଶିଷ୍ୟଙ୍କ ଗହଣରେ ଦର୍ଶନ ସାରି ପୁରୀକୁ ଫେରି ଜଣାଯାଇଛି । ବାଲ୍ୟକାଳରୁ…

ଭାବରେ ବନ୍ଧା ଜଗନ୍ନାଥ, ଭକ୍ତ ଇଚ୍ଛାରେ ଆତଯାତ

ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ ସାଧାରଣ ଦର୍ଶକଙ୍କ ଉତ୍ସୁକତା ଓ ଗବେଷକଙ୍କ ଅନୁସନ୍ଧିଚ୍ଛା ବୃଦ୍ଧିରେ ହେଉଛି ସହାୟକ ପୁରୀ/ଭୁବନେଶ୍ୱର: ଜଗତର ନାଥ ଶ୍ରୀଜଗନ୍ନାଥା ସେ କେବଳ ଭକ୍ତିର ଠାକୁର ନୁହଁନ୍ତି, ସେ ଭାବର…

କ୍ୟାବିନେଟରେ ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରି ଏଥିରେ ଗ୍ରହଣ କରାଯାଇଥିବା ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି। ଆଜିର ବୈଠକରେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି, ଶ୍ରମିକଙ୍କ ଜୀବନ ଜୀବିକାର…

ନବୀନ ଜିନ୍ଦଲଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଣ୍ଡିଆ ଷ୍ଟିଲ୍ ଆସୋସିଏସନର ପ୍ରତିନିଧି ଦଳ

ଭୁବନେଶ୍ଵର, ୦୯-୦୭-୨୦୨୪: ଲୋକସଭା ସାଂସଦ ତଥା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ (ଜେଏସପି) ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଆଜି ଓଡ଼ିଶାର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଇସ୍ପାତ ସଂଘର ଏକ ପ୍ରତିନିଧି ଦଳସାକ୍ଷାତ କରିଛନ୍ତି । ଇସ୍ପାତ…

ବିଭିନ୍ନ ଗୋଦାମକୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅତର୍କିତ ଗସ୍ତ

ଦରଦାମ ସ୍ଥିତି ପରଖିବା ପାଇଁ ରାଜଧାନୀର ଅତ୍ୟାବଶ୍ୟକ ସାମଗ୍ରୀ ଗୋଦାମ ପରିଦର୍ଶନ କଲେ ମହଜୁଦ ସାମଗ୍ରୀ ତାଲିକା, ପାଇକାରି ଦର ଏବଂ କାଗଜପତ୍ର ତନଖି କଲୋ ଭୁବନେଶ୍ୱର: ରାଜ୍ୟରେ ଆଳୁ, ପିଆଜ, ପନିପରିବା ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଦରକୁ ନିୟନ୍ତ୍ରଣ କରିବା, କଳାବଜାରୀ…

କଲ୍ୟାଣସିଂପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l

ରାୟଗଡ/କଲ୍ୟାଣସିଂପୁର : ତା ୦୯/୦୭- ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣ ସିଂପୁର ବ୍ଲକ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ,ଆରୋକ୍ଷୀ ଅଧିକ୍ଷକ,ଶ୍ରୀ…

ନିମ୍ନ ମାନର ସକ ପିଟ କାମକୁ ନେଇ ଜନସାଧାରଣ ଅସନ୍ତୋଷ

କୋଷାଗୁମୁଡା, ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ ତା ୦୯/୦୭-ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ " ସରକାର କା ମାଲ, ଦରିଆ ମେ ଡାଲ "ନୀତିରେ ଉଭୟ ପ୍ରଶାସନ ଓ ଠିକାଦାର ମିଶି ଟଙ୍କା ହଡପ କରୁଥିବା ଭଳି ଅଭିଯୋଗ ଆସୁଛି |ନବରଙ୍ଗପୁର ଜିଲ୍ଲା…