ଜଗତସିଂହପୁର ଠାରେ କୃଷି ବିଭାଗର ଆଉଟଡୋର ଡିଜିଟାଲ ଏଲ ଇ ଡି ଭିଡିଓ ୱାଲ ଉଦଘାଟିତ
ଜଗତସିଂହପୁର,ତା-୧୩.୦୭.୨୦୨୪/ସୁମନ୍ତ କୁମାର ଦାସ: ଓଡିଶା ର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହ ଦେଓ ଜିଲ୍ଲା ମୁଖ୍ୟାଳୟ / ସବ-ଡିଭିଜନାଲ ସ୍ତରରେ 58 ଟି ଆଉଟଡୋର ଡିଜିଟାଲ ଏଲଇଡି ଭିଡିଓ ୱାଲ କୁ ଭର୍ଚୁଆଲ ମୋଡରେ କୃଷି ସମିକ୍ଷା କେନ୍ଦ୍ର (କେଏସକେ) ରୁ କୃଷି ଭବନରେ ଉଦଘାଟନ କରିଛନ୍ତି |…