ଶିଶୁ ଚାଲାଣ ବିରୁଦ୍ଧରେ ଜନସଚେତନତା କାର୍ଯକ୍ରମ ଓ ଶିଶୁ ସହାୟତା ହେଲ୍ପଲାଇନ ନ-୧୦୯୮ ର ପ୍ରଚାର ପାଇଁ ଜନସଚେତନତା…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତଠାରେ କାର୍ଯ୍ୟାଳୟର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତି ତରଫରୁ ଶିଶୁ ଚାଲାଣ ବିରୁଦ୍ଧରେ ଜନସଚେତନତା କାର୍ଯକ୍ରମ , ଶିଶୁ ସହାୟତା ହେଲ୍ପଲାଇନ…