ପୁରେନା ରେ ସାଂସ୍କୃତିକ ଦିବସ ପାଳିତ।

ପଦ୍ମପୁର :- ତା ୨୫/୦୭- ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ଚତୁର୍ଥ ଦିବସ ରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସାଂସ୍କୃତିକ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରମୋଦ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଶ୍ରୀ ଅକ୍ଷୟ କୁମାର ବେହେରା, ଶ୍ରୀ ଲେଖ୍ରୃ…

ପଦ୍ମପୁର ରେ ଡ଼ିଜିଗଭର୍ମେଣ୍ଟ ପ୍ରଶିକ୍ଷଣ ଉଦଘାଟିତ।

ପଦ୍ମପୁର :- ସ୍କୁଲ ମାନଙ୍କର ଆର୍ଥିକ ନେଣଦେଣ ସ୍ୱଚ୍ଛଳ ଓ ସୁଗମ କରିବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଡିଜିଗେଭର୍ମେଣ୍ଟ ପ୍ରଶିକ୍ଷଣ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକା ସାଙ୍ଗରେ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ସଭାରେ ସଭାପତିତ୍ବ କରିଥିଲେ…

ମା ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଲୋନ ପ୍ରଦାନ…

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଜୀବିକା ମିଶନ ତଥା ମିଶନ ଶକ୍ତି ବିଭାଗର ଲୋକାଭିମୁଖୀ କାର୍ଯ୍ୟକଳାପ SHG ବ୍ୟାଙ୍କ୍ ଲିଙ୍କେଜରେ ଆଜି ଭାରତୀୟ ଷ୍ଟେଟବେଙ୍କ ଟିକାବାଲି ଶାଖା ତରଫରୁ ମା ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ ମାଷ୍ଟ୍ରପଡ଼ା, ଟିକାବାଲିକୁ ୧୦ ଲକ୍ଷ ଟଙ୍କା ଋଣ (ବିନାସୁଧ)…

ଉତ୍କଳ ଆଲୁମିନା କମ୍ପାନୀ ପ୍ରଜେକ୍ଟ ଉଦ୍ୟମୀର ବାର୍ଷିକ ଉଦ୍ୟୋଗୀ ମେଳା ଅନୁଷ୍ଠିତ।

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲା କାଶିପୁର ବ୍ଲକ ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକର ଉତ୍କଳ ଆଲୁମିନା କାରଖାନା ର ପ୍ରଭାବିତ ଅଞ୍ଚଳରେ ଉତ୍କଳ ଆଲୁମିନା ସହଯୋଗିତା ଓ ଇଡିଆଇଆଇ ମିଳିତ ଆନୁକୂଲ୍ୟରେ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ସ୍ବବଲମ୍ବୀ କରି ଛୋଟଛୋଟ ଉଦ୍ୟୋଗୀ…

ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ 2024 ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

 ଜଗତସିଂହପୁର ,ତା 25.07.24 ସୁମନ୍ତ କୁମାର ଦାସ:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ 78 ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ…

*ଓଡିଶା ସାହିତ୍ୟ ଏକାଡେମୀ ର ୬୭ ତମ ସ୍ଵ ନକ୍ଷତ୍ର ଦିବସ ରେ ଜଗତସିଂହପୁର ଜିଲ୍ଲା ର କୃତିତ୍ଵ *

 ଜଗତସିଂହପୁର, ତା ୨୫.୦୭.୨୪ ସୁମନ୍ତ କୁମାର ଦାସ:  ଓଡ଼ିଶା ସାହିତ୍ୟ ଏକାଡ଼େମୀ ର ୬୭ ତମ ସ୍ଵ ନକ୍ଷତ୍ର ଦିବସ ଭୁବନେଶ୍ବର ର ଭଞ୍ଜକଳା ମଣ୍ଡପ ଠାରେ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ପର୍କିତ ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା ର ୩ ଜଣ…

ଘୁ.ଉଦୟଗିରି କ୍ଷୁଦ୍ର ଜଳସେଚନ ଉପବିଭାଜନ କାର୍ଯ୍ୟାଳୟରେ ଝୁଲୁଛି ତାଲା, ହତାଶ ଚାଷୀ…

କନ୍ଧମାଳ(ଗଗନ କୁମାର ପ୍ରଧାନ): ଜର୍ଣ୍ଣାଜୀର୍ଣ୍ଣ ଅବସ୍ଥାରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କ୍ଷୁଦ୍ର ଜଳ ସେଚନ ଉପବିଭାଜନ କାର୍ଯ୍ୟଳୟ l ପ୍ରଶାସନର ଅବହେଳା ଯୋଗୁଁ ଉକ୍ତ କାର୍ଯ୍ୟାଳୟରେ ତାଲା ଝୁଲିବା ସହ କାର୍ଯ୍ୟାଳୟ ପରିସର ଜଙ୍ଗଲରେ ପରିପୂର୍ଣ୍ଣ ହେବା ସହ ମୁଖ୍ୟ ଫାଟକରେ ତାଲା…

ଟାଉନ୍ କ୍ଳବ୍ ସମ୍ପାଦକ ଙ୍କ ବିୟୋଗ ରେ ବାସୁଦେବପୁର ରେ ଶୋକ ରଚ୍ଛାୟା।

ବାସୁଦେବପୁର - ବାସୁଦେବପୁର ଟାଉନ୍ କ୍ଳବ୍ ର ପ୍ରତିଷ୍ଠାତା ସମ୍ପାଦକ ଖଗେଶ୍ବର ଜେନା ଙ୍କ ପର ଲୋକ ରେ ବାସୁଦେବପୁର ରେ ଶୋକ ର ଛାୟା ଖେଳି ଯାଇଛି। ସ୍ଵର୍ଗତ ଖଗେଶ୍ବର ଜେନା ଜଣେ ଜଣା ଶୁଣା ମିଷ୍ଠ ଭାଷୀ, ସମସ୍ତ ଙ୍କ ର ଅତି ଆଦରଣୀୟ ବ୍ୟକ୍ତିତ୍ଵ ଥିଲେ। ମୃତ୍ୟ ବେଳ କୁ ତାଙ୍କୁ ୬୬ ବର୍ଷ ବୟସ…

ସାପ କାମୁଡ଼ାରେ ଯୁବକ ମୃତ୍ୟୁ ।

 ବାସୁଦେବପୁର - ବୁଧବାର ରାତି ରେ ଘରେ ଖାଇ ଶୋଇଥିବା ସମୟ ରେ ଏକ ଅଘଟଣ ଘଟିଲା,ମା ଙ୍କ କହିବା ମୁତାବକ  ରାତିରେ ଖାଇ ସାରି ତିନି ଭାଇ ଗୋଟିଏ ଘରେ ଶୋଇଥିଲେ।ମୃତ ଯୁବକ ରଞ୍ଜନ ଙ୍କ ସାନ ଭାଇ ଙ୍କ ନିଦ ଯେତେବେଳେ ରାତିରେ ଭାଙ୍ଗିଲା ସେତେବେଳେ ସେ ଦେଖିଲା ଯେ ତାର ଵଡ ଭାଇ ରଞ୍ଜନ ଙ୍କ ପାଟି ରୁ…

ସହରରେ ବୁଲିଲା ଧୂଆଁ ଛଡା ମେସିନ

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-,ବର୍ଷାଋତୁରେ ମଶା ପ୍ରଦୁର୍ଭାବବୃଦ୍ଧିକୁ ଦୃଷ୍ଟିରେ ରଖି ବେଲଗୁଣ୍ଠା ଵିଜ୍ଞାମ୍ପିତ ଅଂଚଳ ପରିଷଦ ତରଫରୁ ସହରର ସମସ୍ତ ୧୩ ଟି ୱାର୍ଡର ବିଭିନ୍ନ ଗଳିକନ୍ଦିରେ ଫୋଗିଙ୍ଗ ମେସିନ ଦ୍ୱାରା ମଶା ଘଉଡ଼ିବା ଧୂମ୍ର କ୍ଷେପଣ କରାଯାଉଛି I ନିର୍ବାହୀ ଅଧିକାରୀ ସାମନ୍ତ…