ବିକାଶ, ସୁଶାସନ ଓ ଓଡିଆ ଅସ୍ମିତା ଉପରେ ଆମର ପ୍ରତିଶ୍ରୁତି ନିଶ୍ଚୟ ପୂରଣ ହେବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : "ନୂଆ ଓଡିଶା ଗଠନର ଆମର ଯେଉଁ ଚିନ୍ତାଧାରା ଅଛି, ୨୦୩୬ରେ ବିକଶିତ ଓଡିଶାର ସ୍ବପ୍ନ ପୂରଣ ପାଇଁ ଆମର ଯେଉଁ ଲକ୍ଷ୍ୟ ଅଛି, ସେଥିପାଇଁ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆଗେଇ ଆସନ୍ତୁ। ବିକାଶିତ ଭାରତରେ ଓଡିଶା ରହିବ ପ୍ରଥମ ସ୍ଥାନରେ। ଆମ ପାଖରେ ଯେଉଁ ୧୨ ବର୍ଷ ସମୟ…